ହେ ପରମ ପିତା – ବାମନ ଚନ୍ଦ୍ର ଦୀକ୍ଷିତ

ଗଗନ ପବନ ବନ ଉପବନ ମଗନ ଆନନ୍ଦ ମୟ,କୁସୁମ କଳିକା ବିଥିକା ଲତିକା ପୁଲକିତ କିଶଳୟ।ସଲ୍ଲୀଳ ତରଙ୍ଗ ଅତୁଳ ଉମଙ୍ଗ ନର୍ତ୍ତନ ରତ ନିତ୍ୟ,ହେ ପରମ ପିତା ତୁମେ ହିଁ ପ୍ରଭୁ ଚରାଚର ମହୀ…

ଆଡ଼ଭାନ୍ସ ନାଗରିକ – ବାମନ ଚନ୍ଦ୍ର ଦୀକ୍ଷିତ

ଦେଶ ବଦଳୁଛି ଦେଖୁଥା କାଳିଆ ଡ଼ିଜିଟାଲ ହେଲା ସବୁମୁରୁଖ ପଣ୍ଡିତ ଗାଁ ଦାଣ୍ଡେ ଦାଣ୍ଡେଚାଟିଙ୍ଗ କରନ୍ତି ବାବୁବିଲକୁ କିଏସେ ଯିବଫୁଟାଣି ମାରିକି ବଜାରେ ବୁଲିଲେପାର୍ଟି ପଇସା ମିଲବ।। କୃଷକ ଭାଇ କୁ ଭାତ ମିଳୁନାହିଁଶାମୁକା…

ଆଶା – ବାମନ ଚନ୍ଦ୍ର ଦୀକ୍ଷିତ

ଭିଜା କେଶ ତଳୁ ଝରି ପଡ଼େ ଯେବେଟୋପା ଟୋପା ନିହାରିକାମନ ଗହନ ରେ, ଚୋରି ଚୋରି ଘାରେଅପୁରା ପ୍ରେମ ପିପାଷାଆଶା……ମତୁଆଲା ଅଭିଳାଶା।। କେଶ ଝଟକାଇ ଛାଟି ଦିଅ ଯେବେଗୁଛ ସମୁଚ୍ଚ କୂଚ କୁଘୋଟି ଯାଏ…

ପ୍ରତିଶୋଧ – ବାମନ ଚନ୍ଦ୍ର ଦୀକ୍ଷିତ

ଆଖିରୁ ମୋ ଆଜି ଲୁହ ଝରୁନାହିଁଝରୁଛି ତତଲା ଲହୁ।ରହିଯା ଦି ଦଣ୍ଡ ପାପିଷ୍ଠ ଦୁର୍ଦଣ୍ଡଅବସାଦ ନିଶି ପାହୁ।।ଅଗ୍ନି ବର୍ଷିବ କାଲି ର ସକାଳଜାଳିବ ତୋର ଅସ୍ତିତ୍ବ।ଧାରା ଧାମୁ ଲୁପ୍ତ ହେବ ତୋର ନାମଖୋଜୁ ଥିବୁ…

ବଜା’ନା ବଇଁଶୀ କାଳିଆ – ବାମନ ଚନ୍ଦ୍ର ଦୀକ୍ଷିତ

ବଇଁଶୀ ବଜା’ନା କାଳିଆ ………….କାଳିଆ ସୁନା             ବଇଁଶୀ ବଜା’ନା କାଳିଆଶୁଣି ତୋ ବଇଁଶୀ ସ୍ଵନ      ଅଧୀର ମୋ ତନୁ ମନ       …

ଛନ୍ଦା ଚରଣ – ବାମନ ଚନ୍ଦ୍ର ଦୀକ୍ଷିତ

ଛନ୍ଦା ଚରଣ….ବାନ୍ଧିନେ…..ମୋ ମନ ମୁନ ,ଚଇତନ କୁ ଚଞ୍ଚଳେ।ଛନ୍ଦି ଦେ ଭକତି ଦଉଡ଼ିମୋ ଅଙ୍ଗେ କାହ୍ନା,ବନ୍ଦୀ କରିନେ ସଅଳେ।। ଖୋଜେନା ଧନ ସମ୍ପଦ ମାନ ମହତଲୋଡ଼େନା ନାନା ବୈଭବ ମଣି ମର୍କତମନ ମୋ ରହୁ…

ଲେଉଟା ମଧ୍ୟାହ୍ନ – ବାମନ ଚନ୍ଦ୍ର ଦୀକ୍ଷିତ

ସୀମା ହୀନ ଅପେକ୍ଷା ର ଇତି ଗାଥା ଗାଇ ଆନନ୍ଦ ଅସୀମ ଦେଇ ଚିତ୍ତ ତୃପ୍ତ କରି ଆସିଲ ଫଗୁଣ ଧୋଇ ନିଦାଘ ର ପୀଡ଼ା କି ଅରପି କରିବି ମୁଁ ତବ ଅଭ୍ୟର୍ଥନା!…

ଗଜଗାମିନୀ – ବାମନ ଚନ୍ଦ୍ର ଦୀକ୍ଷିତ

ତଟ ପ୍ରସ୍ତର କୁ କରି ଆସନଆନମନା ଖୋଲେ ଅଙ୍ଗ ବସନମୁକୁଳା ବସନ ଖୋଲୁଛି କାହିଁସଙ୍ଗ ଛାଡିବାକୁ ଲାଳସା ନାହିଁ ତଥାପି କରି ଜବର ଯେଭିନ୍ନ କରେ ଏକ ଆନ ବକ୍ଷ ବାସ ଦେଖି ମୁଗ୍ଧ…