କେହିନାହିଁ – ବନମାଳା ପଟ୍ଟନାୟକ

ବିଶାଳ ଆଜି ଏ ବିଶ୍ଵ ବକ୍ଷେକେହି ନାହିଁ ମୋର କେହି ନାହିଁନିସ୍ଵ ହେୟ ଅବହେଳିତ ମୁଁମରିଯାଇଛି ମୁଁ ମରିନାହିଁ ॥ ଲାଞ୍ଛିତ ଆଜି ସମାଜ ବକ୍ଷେ ଆଉ କଷ୍ଟ ପ୍ରଭୁ ଦିଅନାହିଁ ବଡ ହେବାକୁ…

ସମାଧାନ – ବନମାଳା ପଟ୍ଟନାୟକ

ଜୀବନ ଯୁଦ୍ଧ ଭୂମେ ମନ ସେନାନୀ ନେଇଦମ୍ଭ ସାହାସକୁ ସେନାପତି ବୋଲାଇକଣ୍ଠ ତୂଣୀ ମଧ୍ୟେ ବାକ୍ୟ ବାଣ ଭରିସମ୍ମୁଖ ସମରକୁ ଆସିଲି ଡରିମରି । ପ୍ରଣୟ ରଣ ଶିଙ୍ଘା ବାଜିଲା ଘନଘନନିନ୍ଦା ଅପବାଦ ଗୁଳିଗୋଳା…