କବିତା – ଈଶ୍ଵର ନଥିବା ଗାଁ – ବଂଶୀଧର ମାଝୀ

ଆଜିବି ଖୋଜା ଚାଲିଛି ଇତିହାସଯୋଡା ଚାଲିଛି ପୃଷ୍ଟା ପରେ ପୃଷ୍ଟାବିଗତ ଘଟଣା ମାନଂକର… ହାତଗୋଡ ଛାଟି କାନ୍ଦୁଛି ଗାଁ ରାସ୍ତାଜବରଦସ୍ତି ଶାଢି ଟଣାଯାଉଛିମାତୃ ପ୍ରତିମ ଧରିତ୍ରୀର… ଜୀବନ ଭିକ୍ଷା ମାଗୁଛି ପାହାଡନେହୁରା ହୋଇ କାଂଦୁଛି…

ଅସ୍ତରାଗ – ବଂଶୀଧର ମାଝୀ

ଜ୍ୟେଷ୍ଠ ମାସ ଉଦୁଉଦିଆ ଦ୍ବି‐ପହରଆକାଶରେ ଭସା ଭସା ମେଘର ମହୋତ୍ସବସୁନାଦେଇ ପାହାଡ ଶୀର୍ଷରେ ଚାଲିଥାଏପକ୍ଷୀଙ୍କ କବିତା ଆସର । ବିଲକୁଲ କାବ୍ୟିକ ମନ ନେଇଖଡଂଗ ନଈଧାରେ ଉପବିସ କବି ବଂଶୀଧରଉପଇଂଦ୍ରଙ୍କ ଭାଷାରେ…ଜୀବନ ବଂଚିଥିଲେ କ’ଣ…

ପ୍ରତ୍ୟୟ – ବଂଶୀଧର ମାଝୀ

ହୃଦୟର ଝର୍କା ଖୋଲିବୟସର ଋତୁ ଯେବେ ଆସେସ୍ବପ୍ନ ସବୁ ଜୀଇଁ ଉଠେ । ତନ୍ମୟ ହୋଇପାଷାଣର ବୁକୁ ଚିରିଗୀତଟିଏ ଝରି ଆସେକେଉଁ ଏକ ସ୍ବର୍ଣ୍ଣାଭ ରାତ୍ରିରେ । ସ୍ବପ୍ନଟିଏ ହୋଇଲାଜଲାଜ ଓଠରେସାଥୀ ଯେବେ ଆସେପ୍ରିୟା…

ଖଳିସାହିର ଝିଅ ରେବତୀ – ବଂଶୀଧର ମାଝୀ

ଆମ ମନକୁ କେହି ଚିହ୍ନିଲେନିମିଛରେ ସିନା ସାନ୍ତ୍ବନା ଦେଉଛୁଆମେ ସ୍ବାଧୀନ ଦେଶର ଦାୟଦ କହି । ଆଖି ଖୋଲି କରିଦେଖ, ସ୍ବ‐ନେତ୍ରରେଯଦି ଜନତାଂକ ଭଲ ଚାହୁଁଛ ଭାଇ । ଅନାଇ ଦେଖ ନରି ମାଆକୁବାର…