ମଶାଣୀ – ବରଦା ପ୍ରସାଦ ରଥ

ମଶାଣୀର ଖାଁ ଖାଁ ଶବ୍ଦ… ଭାରି ଭଲ ଲାଗେକାରଣ.. ମଶାଣୀର ମଣିଷ ଟିଏ ବୋଲିସବୁ ଅଭିନୟ ଜଳି ପୋଡି ପାଉଁଶ ହୋଇଯାଏମଶାଣୀର ଜୁଇରେ…,ସେଠାରେ ନରହେ କିଛି ଚିନ୍ତା ନା ଅନୁଚିନ୍ତାଧୃବ ସତ୍ୟ…ନିଶ୍ଚିତ ଭାବେ ଯିବାକୁ…

ଇତିହାସ – ବରଦା ପ୍ରସାଦ ରଥ

ଅନ୍ତରର ବ୍ୟଥା ଭିତରେ ଭିତରେରୂପାନ୍ତର ହୁଏ ଲୁହ,ଆଖି କୋଣ ବାଟେ ବୋହି ଯାଉଥାଏଆଷାଢ ବର୍ଷାର ସୁଅ ॥ ଯେତେ ଭଲପାଅ ଲୁହ ତ ବୁଝେନାକିଛି ରହେ ଅବଶୋଷ,ସବୁ ପ୍ରେମ କେବେ ପୂର୍ଣ୍ଣ କରେନାହିଁପ୍ରିୟା ସହିତରେ…

ଯା ଦେବୀ ସର୍ବଭୁତେଷୁଃ – ବରଦା ପ୍ରସାଦ ରଥ

ମୁଁ ହୋଇପାରେ ରାଧାଦେଇପାରେ ଅଭିମାନୀ ପ୍ରିୟାର ମହକ,ଭଲପାଏ, ନିଃସର୍ତ୍ତରେ ମାତୃତ୍ବର ପରାକାଷ୍ଠା ନେଇ…ମୁଁ ହୋଇପାରେ ଶାପଗ୍ରସ୍ତ ପାଷାଣୀ…ପାଦସ୍ପର୍ଶରେ ପାଲଟିଯାଏ ସୁନ୍ଦରୀ ଅହଲ୍ୟାମୁଁ ହୋଇପାରେ ବୈଦେହୀ ସୀତା…ନେବାପାଇଁ ବନବାସ,ଲୁହରେ ପୋଡି ଦେଇପାରେ ସ୍ବର୍ଣ୍ଣଲଙ୍କା….ନିଧନ ହୁଏ ଲଙ୍କପତି…

ଶ୍ଵେତପତ୍ର – ଶ୍ରୀ ବରଦା ପ୍ରସାଦ ରଥ

ସମୟର ସରହ୍ରଦକୁ ଡେଇଁଯିବାରତୋ’ର ଅଦମ୍ୟ ସାହସ,କିନ୍ତୁ.. ପାରିବୁନି ଡେଇଁ,ବିଫଳ ହୋଇଯିବ.. ସବୁ ଆଶା ଓ ଆକାଂକ୍ଷାସବୁ ଅହଂକାରକୁ ପରିଣତ କରିଦେବିବାଲିସ୍ତୁପରେ,ମୁଁ ସର୍ବଶକ୍ତିମାନ “ମାମେକଂ ଶରଣଂ ବ୍ରଜ”ମହାଭାରତର ଦକ୍ଷ ରାଜନୀତିଜ୍ଞତୋ ଦ୍ବାରା କିଛି ହୋଇପାରିବ ନାହିଁ,ମୁଁ…

କବି ଓ କବିତା – ବରଦା ପ୍ରସାଦ ରଥ

ଅସରନ୍ତି ବାଟ କବିର କବିତାକେବେହେଲେ ସରେନାହିଁ,ଲେଖୁଥିଲେ ଯେତେ ଅଧା ରହିଯାଏଆହୁରି ଲେଖିବା ପାଇଁ ॥ ସୃଷ୍ଟିର ସର୍ଜନା କବିର କଳ୍ପନାରଙ୍ଗମଞ୍ଚ ଅଭିନୟ,ଭାସିଯିବ ଦିନେ କରାଳ ଗର୍ଭରେଦେଇ ତାର ପରିଚୟ ॥ ଥରେ ଯିଏ ଯାଏ ନ…

ଅହଂକାର – ବରଦା ପ୍ରସାଦ ରଥ

ସ୍ବର୍ଗକୁ ଶିଡି ବାନ୍ଧିବାକୁ ଭାବିଥିଲା….ବିଶ୍ରବା ନନ୍ଦନ ରାବଣ,ପୋଡି ପାଉଁଶ ହୋଇଥିଲା ସ୍ବର୍ଣ୍ଣ ଲଙ୍କା…ମିଶିଗଲା ମାଟିରେ ଗର୍ବ ଅହଂକାର ।ବିନାଯୁଦ୍ଧେ ଦେବିନାହିଁ ସୂଚ୍ୟଗ୍ର ମେଦିନୀ…..କହିଥିଲେ…..ମାନଗୋବିନ୍ଦ ମହାମାନୀ ଦୁର୍ଯ୍ୟୋଧନ,ଧୂଳିସାତ ହୋଇଗଲା କୌରବ କୂଳଆଉ ଦମ୍ଭର ହସ୍ତିନାପୁର ସିଂହାସନ…

ସୀତେ – ବରଦା ପ୍ରସାଦ ରଥ

ବରଦା ପ୍ରସାଦ ରଥରାୟଗଡା, ଓଡିଶା ଆସିଥିଲି ତୁମ ପାଇଁମର୍ଯ୍ୟାଦା ପୁରୁଷୋତ୍ତମ ହୋଇହୃଦୟରେ ଗ୍ରହଣ କରିଥିଲିତୁମକୁ ଦେଇ ପୁଷ୍ପମାଲ୍ୟ, ସ୍ବୟମ୍ବର ସଭାରେବଢେଇ ଦେଇଥିଲ ହାତଦେଇଥିଲ ଚେନାଏ ହସ ଓ ସ୍ପର୍ଶକେହି ଦିନେ କେବେ ଚେଷ୍ଟା କରିନାହିଁବୁଝିବାକୁ…

ପଙ୍ଗୁ ବିଶ୍ଵକର୍ମା – ବରଦା ପ୍ରସାଦ ରଥ

ବରଦା ପ୍ରସାଦ ରଥରାୟଗଡା, ଓଡିଶା ବିଶ୍ଵାସର ପଟ୍ଟଚିତ୍ରରେଛାପି ହୋଇଯାଉଛି ଅବିଶ୍ଵାସର ଚିତ୍ରକେତେକ ନୂଆ ମୁହଁପଙ୍ଗୁ ବିଶ୍ଵକର୍ମା ମାନେହଠାତ୍ ଦେଖେଇଦେଇଲୁଚିଯାଆନ୍ତି ସେମାନଙ୍କର କାରୁକାର୍ଯ୍ୟସର୍ବଦା ସ୍ମୃତିର କୋଣାର୍କ ଗଢିବାକୁ ଚାହୁଁଥିବାମଣିଷ ଦେହରେ ଲାଗିଯାଏ କଳାଦାଗସବୁ ମାନ, ଅପମାନ,…