କବିତା – ଇଛିଲେ ଅନନ୍ତ – ବସନ୍ତ କୁମାର ପଣ୍ଡା

ଇଚ୍ଛିଲେ ଅନନ୍ତ ଏ ବ୍ରହ୍ମ ସମ୍ଭୁତ ରଶ୍ମି ସଞ୍ଚରିଲା ଗର୍ଭେ ଗୁପ୍ତ କକ୍ଷେ ଲୁପ୍ତ ଅନ୍ଧକାରେ ସୁପ୍ତ ଜ୍ୟୋତି ପ୍ରକାଶିଲା ପୂର୍ବେ ll ସଂଯୋଗୀ ସାମର୍ଥ୍ୟ ଚିନ୍ତି ପରମାର୍ଥ ଥୋଇଲେ ଦେହେ ଜୀବନ ଜଗତ…

କବିତା – ଜୀବନ ମୋ ଯାଯାବର – ବସନ୍ତ କୁମାର ପଣ୍ଡା

ଜୀବନ ମୋ ଯାଯାବର ଆଜି ଏ ଶରୀର ଘର କାଲି ଆଉ ଥିବ କାହା ଠେଇଁ ସକଳ ସେନେହ ସ୍ନାତେ ଉଜାଡ଼ି ସପନ କେତେ ପର କରି ଚାଲିଯିବା ପାଇଁ ll ହେଲେ ସେହି…

କବିତା – ଜୀବନ ମୋ ଯାଯାବର – ବସନ୍ତ କୁମାର ପଣ୍ଡା

ଜୀବନ ମୋ ଯାଯାବର ଆଜି ଏ ଶରୀର ଘର କାଲି ଆଉ କାହାଠାରେ ଥିବସକଳ ସେନେହ ସ୍ନାତେ ଉଜାଡ଼ି ସପନ କେତେ ପୁଣି ପର କରି ଚାଲିଯିବ ll ହେଲେ ସେହି ପରଦେଶି ଦେଇଛି…

କବିତା – ମୋ ଜୀବନ ରୂପା ଜହ୍ନ – ବସନ୍ତ କୁମାର ପଣ୍ଡା

ମୋ ଜୀବନ ରୂପା ଜହ୍ନ ଯା’ ଘର ନୀଳ ଗଗନ ପଥରେ ତା’ ଯେତେ ଯେତେ ସାଧନାପ୍ରୀତି ଅନୁରାଗୀ ବୁକୁ ପୀରତି ଅରପିବାକୁ ମରମେ ସରମ କେବେ କରେନା ll ଆଖି ତଳେ ତଳେ…

କବିତା – ଜୀବନ ମୋ ଯାଯାବର – ବସନ୍ତ କୁମାର ପଣ୍ଡା

ଜୀବନ ମୋ ଯାଯାବର ଆଜି ଏ ଶରୀର ଘର କାଲି ଆଉ କାହାଠାରେ ଥିବସକଳ ସେନେହ ସ୍ନାତେ ଉଜାଡ଼ି ସପନ କେତେ ପୁଣି ପର କରି ଚାଲିଯିବ ll ହେଲେ ସେହି ପରଦେଶି ଦେଇଛି…

କବିତା – ଫେରିବାର ବେଳ ହେଲା – ବସନ୍ତ କୁମାର ପଣ୍ଡା

କୋମଳ ମଧୁର ପ୍ରଭାତ ସମୀର ପୁଲକ ଜଗାଇ ଅଙ୍ଗେକନକ ଖଚିତ କିରଣେ ରଞ୍ଜିତ ବାଳୁତ ଅରୁଣ ସଙ୍ଗେ, ପରାଣେ ପରାଣ ଥୋଇସେଫାଳି କୁସୁମେ ତଳପ ବିଛାଇ ଗଲେ ସୁକାମନା ଦେଇ ll ପ୍ରତ୍ୟୁଷ ପରଶେ…

କବିତା – ଜୀବନଟା କେତେ ଭଲ – ବସନ୍ତ କୁମାର ପଣ୍ଡା

ପୁଷ୍ପିତ ଉଦ୍ୟାନ ପରାଏ ଜୀବନ ସକଳ ସୁଷମା ଖେଳାମଳୟ ପବନ ସ୍ପର୍ଶରେ କାନନ ସଜାଏ ମଧୁର ଲୀଳା ll କୋକିଳ କୂଜନେ ନିକୁଞ୍ଜ ବିପିନେ ପରାଣ ସ୍ପନ୍ଦନ ବେଣୁମଧୁର ଲହରୀ ଖେଳାଇ ମାଧୁରୀ ଝରାଏ…

କବିତା – ରାତି – ବସନ୍ତ କୁମାର ପଣ୍ଡା

ଦୁଃଖ କା’ଆଗେ କହିବ ରାତି        ଯହିଁ ସପନ କେ ନଦେଖନ୍ତି, ଆଗେ ଦେଖୁଥିଲେ ଯେଉଁ ଜନ…. କେହି ଧରଣୀ କୋଳେ ନାହାନ୍ତି ll୧ll  ସବୁ କାଳିମାକୁ ବୋଳି ହୋଇ  …