ଜଗା ଆସୁଛି – ବାଉରିବନ୍ଧୁ ଲେଙ୍କା

ଜଗା ଆସୁଛି ରେ ଜଗା ଆସୁଛିସଙ୍ଗେ ବଳଭଦ୍ର ଭଉଣୀ ସୁଭଦ୍ରା ସୁଦର୍ଶନଙ୍କୁ ବି ଆଣିଛିଜଗା ଆସୁଛି ରେ ଜଗା ଆସୁଛି ॥ ୦॥ ସେନାପଟା ବେଶ ହୋଇଛି ମଥାରେ ଟାହିଆ ନାଇଛିତାର ମତ୍ତଗଜ ଚାଲି…