ତୁମେ ହିଁ ଭୁଜଙ୍ଗଧାରୀ – ବିରେନ କୁମାର ବେହେରା

ଆଜିର ଦିବସରେ ଚକ୍ଲେଟ ଖୁବ୍ ଖାଇଛି ଯାହା ବୋଧେ ଜୀବନରେ କେବେ ଖାଇ ନଥିବ… ଖୁସିରେ ଝରି ପଡୁଥିବା ଅଶ୍ରୁବୁନ୍ଦା ଖୁବ୍ ପ୍ରମାଣର ଏକ ପ୍ରତିକ… ନିରୀହ ଅଭିମାନିନୀ ଅମାନିଆ ଲୁହକୁ ଆଖି ଆଢୁଆଳରେ…

କୁହ ହେ ଜଗତକର୍ତ୍ତା – ବୀରେନ୍ କୁମାର ବେହେରା

ନାରୀ ପାଇଁ ଅଧା ରହିଲ କି ତୁମେ, ନା ଏ ଥିଲା ବିଧି କଥା ? ସଂସାରଟା ଯାହା ହାତରେ ନିର୍ମିତ, ସେ କିପରି ହେଲା ଅଧା ? ସଂସାର ସ୍ୱାର୍ଥରେ ନିଜର ଇଚ୍ଛା…

ମା – ବୀରେନ୍ କୁମାର ବେହେରା

ଗୋଟିଏ ଅକ୍ଷର ଗୋଟିଏ ବି ଶବ୍ଦ,ନାମଟି ତାହାର ମା’ ।ଏଇ ଦୁନିଆରେ ମା’ ନାହିଁ ଯା’ ର ,କିଏ ବା ତାହାକୁ ସାହା ?ଏହି ଶବ୍ଦଟିର ଉଚ୍ଚାରଣ ମାତ୍ରେ,ମନେ ଭରେ ସ୍ନେହ,ଭକ୍ତି ।ମଧୂଠୁ ଆହୁରି…

ଆହେ ବିଘ୍ନ ବିନାଶନ – ବୀରେନ୍ କୁମାର ବେହେରା

ଆହେ ଗଣପତି ଆହେ ଲମ୍ବୋଦର,ଆହେ ବିଘ୍ନବିନାଶନ ।ଆମ ସମାଜରୁ ଅଜ୍ଞାନ ହଟେଇ,ଭରିଦିଅ କିଛି ଜ୍ଞାନ ।।କୁସଂସ୍କାର ଆଉ ଅନ୍ଧ ବିଶ୍ଵାସକୁ,ସମୂଳେ କର ବିନାଶ ।ଅଜ୍ଞାନ ତିମିରେ ଆଜିବି ହଜିଛି,ଆଜିର ଏହି ମଣିଷ ।।ଜ୍ଞାନ ଅଭାବରୁ…

ଆହେ ଵିଘ୍ନ ବିନାଶନ – ବୀରେନ୍ କୁମାର ବେହେରା

ଆହେ ଗଣପତି ଆହେ ଲମ୍ବୋଦର,ଆହେ ବିଘ୍ନବିନାଶନ ।ଆମ ସମାଜରୁ ଅଜ୍ଞାନ ହଟେଇ,ଭରିଦିଅ କିଛି ଜ୍ଞାନ ।।କୁସଂସ୍କାର ଆଉ ଅନ୍ଧ ବିଶ୍ଵାସକୁ,ସମୂଳେ କର ବିନାଶ ।ଅଜ୍ଞାନ ତିମିରେ ଆଜିବି ହଜିଛି,ଆଜିର ଏହି ମଣିଷ ।।ଜ୍ଞାନ ଅଭାବରୁ…

କୁହ ଆହେ ଜଗନ୍ନାଥ – ବୀରେନ୍ କୁମାର ବେହେରା

ଗୁଣ୍ଡିଚାଯାତରେ ଝିପିଝିପି ବର୍ଷା,ତୁମକୁ କଲା ସ୍ୱାଗତ ।ବାହୁଡାରେ କାହିଁ ଲହଡି ଭାଙ୍ଗିଲା ,ଦେଖିଲା ସଭିଙ୍କ ନେତ୍ର ?ବରୁଣ ଦେବତା ଆସିଲେକି ଉଠି,ଦେଖିବାକୁ ତୁମ ଯାତ?ତେଣୁ ବୁଡିଗଲା ତିନିଫୁଟ ଯାଏ,ଭାଇଭଉଣୀଙ୍କ ରଥ ।।ଭକ୍ତଗଣ ଦେଖି ଈର୍ଷା…

ସମୟଚକ୍ର – ବୀରେନ୍ କୁମାର ବେହେରା

କର୍ତ୍ତବ୍ୟରେ ମୁଁହିଁ କରିନାହିଁ ହେଳା ,ତୁମ ପାଶେ ଥିଲି ଯେବେ ।କାରଗିଲ୍ ଆଉ ପୋଖରାନ୍ କଥା ,ଏବେ ବି ମୋ ମନ ଭାବେ ।ମର୍ତ୍ତ୍ୟ ମୁଁ ଛାଡିଲି ଯେବେ,ଆଶା ମୁଁ ରଖିଛି ମୋ ଭାଇଭଉଣୀ,ଭୁଲିବେନି…

ମାଆର କୋଳ – ବୀରେନ୍ କୁମାର ବେହେରା

ଶିଶୁଟିଏ ଭାବେ ମା’ ର କୋଳ ହିଁଅଟେ ସୁରକ୍ଷିତ ସ୍ଥାନ ।ତେଣୁ ମା’ କୋଳେ ଆନନ୍ଦରେ ଖେଳେ,ଖୁସିଥାଏ ତା’ର ମନ ।ମା’ଟି କରି ଯତନ,ତା ଛୁଆକୁ ଧରି ହଲାଏ ଝୁଲାଏ,ଛୁଆଟି ତା’ର ରତନ ।।ଛୁଆଟିକୁ…