କବିତା – ଶୂନ୍ୟ ମଧ୍ୟେ ଅଭିସାରିକା ସେ – ବିଷ୍ଣୁ ପ୍ରସାଦ ମିଶ୍ର

ମଉଳି ଯାଇଛି କବରୀ କୁଷୁମ ଉଜୁଡ଼ି ଯାଇଛି ମୋହ, ସାଉଁଟିବା ଧାରା ଶ୍ରାବଣ ବାରୀ’ରୁ ସଜଡ଼ା ମନର ସ୍ନେହ. ୦. ଅଦେହୀ ବସନ୍ତ ଦାଉ ସାଜିଥାଏ ଦେଖାଇ ଫଗୁଣ ସାଥୀ,ଲୋରି ଗାଉଥାଏ ହୃଦୟ ସ୍ପନ୍ଦନେ…

କବିତା – ଚେତନାର ଜାଗ୍ରତେ ଜ୍ଞାନର ସତ୍ତା – ବିଷ୍ଣୁ ପ୍ରସାଦ ମିଶ୍ର

ଜଡ଼ ସ୍ପର୍ଶୀ ଚେତ୍ଯ ଚେତନା ଜାଗ୍ରତ ଜାଗ୍ରତେ ପ୍ରତୀତ ଜ୍ଞାନ ସଂଚାର, ଜ୍ଞାନ ରୁ ଜୀବନ ଜୀବନରେ ଜନ ଜନ୍ମିତ ହୁଅଇ ଏହି ସଂସାର. ଜନ ମାନସର ଉତ୍କୃଷ୍ଟ ସାଧନା ସାଧିତ ବଳରେ ସଂସାର…

କବିତା – ଅଭିଳାଷ – ବିଷ୍ଣୁ ପ୍ରସାଦ ମିଶ୍ର

ଅଳସୀ କ୍ଷେତରେ ଅଳସ ଭାଙ୍ଗୁଛିପାହାନ୍ତି ପହର ଶୀତ,ଫୁକିଆ ତାରା କୁ ବିଦାୟ ଜଣାଇକୁକ୍କୁଟ ରଚଇ ଗୀତ.ପୂରୁବା ସୁନ୍ଦରୀ ମଥାରେ ସିନ୍ଦୁରସକାଳ ସୂରୁଜ ରଚେ, ଷୋରିଷ ଗଛରେ କାକର ମୁକୁତାହୀମର ପ୍ରଭାତ ସଞ୍ଚେ.ଶୁଖିଛି କଦମ୍ବ ମଉଳିଛି…

କବିତା – ଅପେକ୍ଷାର ତୀରେ – ବିଷ୍ଣୁ ପ୍ରସାଦ ମିଶ୍ର

ଜିଣା କୃଷ୍ଣଚୁଡ଼ା ଓଠର ଧାରରେ ତୃଷ୍ଣା ପିଆଲାର ଚିହ୍ନ, ଛନ୍ଦ ତା ଆଜି ଅଧୀରେ ସ୍ପନ୍ଦନ ସଲ୍ଲଜେ ଉଚ୍ଛନ୍ନ ମନ. ଖୋଜିବା ଠିକଣା ପାଉନାହିଁ ବୋଲି ହୃଦୟେ ପଚାରେ ଯେବେ, ଆଶା ସାଜେ ଖାଲି…

ବିଧିର ବିଧାନ – ବିଷ୍ଣୁ ପ୍ରସାଦ ମିଶ୍ର

ଗ୍ରୀଷମ ପରଶେ ମୁକୁଳା ଆକାଶେ ଆଷାଢ଼ର ସ୍ପର୍ଶେ ବାଦଲ ହସେ, ମଉସୁମୀ ରାଣୀ ଓଢ଼ଣାକୁ ଟାଣି ପବନ ସାଥିରେ ଖୁସିରେ ଭାସେ.  ଧରା ରାଣୀ ଦେହୁ ଉଷୁମ କୁ ପାଇ ଅଧୀରା ସାଜଇ ବରଷା…

ସାହିତ୍ୟ – ବିଷ୍ଣୁ ପ୍ରସାଦ ମିଶ୍ର

ସାହିତ୍ୟ ସତେଜ ପ୍ରେମ ସାଜିଥାଏ କବିତା ସାଥିରେ ମିଶି, କବିତା ଏମିତି ପ୍ରେମ କରୁଥାଏ ହୃଦୟର ମର୍ମେ ପଶି. ଭାବ ତ ଦୁହିଁଙ୍କ ନିଶ୍ବାସ ପ୍ରଶ୍ବାସ ବ୍ୟାକରଣ ସଂସ୍କୃତରେ ଭୂଗୋଳ ସଜାଏ ଇତିହାସ ରଚି…

ବର୍ଷା ରାଣୀର ଗୀତ – ବିଷ୍ଣୁ ପ୍ରସାଦ ମିଶ୍ର

ବର୍ଷା ରାଣୀର ଗୀତ ⛈️⛈️⛈️⛈️⛈️⛈️ ବର୍ଷା ରାଣୀ ଗାଏ ମହ୍ଲାର ସୁରରେ ନିର୍ଜନେ ଧରା କୋଳେ, ନ ଶୁଭେ କାକଳି, ନ ଶୁଭେ ଶବଦ  କୋଳାହଳ ଏତେବେଳେ. ସବୁଜିମା ଆଜି ଧରଣୀ ରାଣୀଟି ଖୁସି…

ଜାଗ୍ରତ ତୀରେ – ବିଷ୍ଣୁ ପ୍ରସାଦ ମିଶ୍ର

ଭଗ୍ନ ଚେତନା ଋଗ୍ନ ବେଳାର  ମଗ୍ନ ଜାଗ୍ରତ ଲଗ୍ନ ତୀରେ,  ଆଜ୍ଞା ଯା ସଦା ଯଜ୍ଞେ ମଜ୍ଜୁଛି  ବିଜ୍ଞ ଝଙ୍କାର ଅଜ୍ଞ ସୁରେ. ପ୍ରଜ୍ଞାବାଦ ର ସଜ୍ଞା ବା କାହିଁ ଅଜ୍ଞାତ ମୋହ ଛନ୍ଦ…