କବିତା – ଶୀତର ବିଶେଷତ୍ୱ – ବିଶ୍ୱେଶ୍ୱର ମାଝୀ

ଗ୍ରୀଷ୍ମ ଋତୁ ପ୍ରକୃତିର ବାଲ୍ୟ କାଳ ବରଷା ଚୀର ଯୌବନଶୀତ ଋତୁ ପରା ବାର୍ଦ୍ଧକ୍ୟ ଅବସ୍ଥା ପତ୍ର ଝଡା ତା’ର ଚିହ୍ନ ।ବାଳ ଠାରୁ ବୃଦ୍ଧ ସଭିଏଁ ସମାନ ଘୋଡାଇ ହୁଅନ୍ତି ବସ୍ତ୍ରରେଜେଇ କମ୍ବଳ…

ହୋଲିର ମହକ – ବିଶ୍ୱେଶ୍ୱର ମାଝୀ

ଋତୁରାଜ ଆସେ ମନ୍ଦ ପବନର ହିଲ୍ଲୋଳରେ ଝୁଲି ଝୁଲି ଫଗୁଣ ଆସଇ ପଂଚୁଦୋଳ ନେଇ ସାଥିରେ ପରବ ହୋଲି ।ହିରଣ୍ୟକଶ୍ୟୁପ ଭଉଣୀ ହୋଲିକା ପ୍ରହ୍ଲାଦେ ମାରିବ ବୋଲିଅଗ୍ନିରେ ପ୍ରବେଶି ପୋଡିମଲା ସିଏ ସ୍ମୃତି ତା’ପାଳନ…

ଯୋଗର ମହତ୍ତ୍ୱ – ବିଶ୍ୱେଶ୍ଵର ମାଝୀ

ପତଂଜଳି ମହାମନା ଜଗତକୁ ସମର୍ପଣ କଲେ ଯୋଗ ଯୋଗ କଲେ ଯାହା ସମୃଦ୍ଧ ହୁଏ ଶରୀର ମନର ବେଗ ।ପ୍ରାତ ସମୟରୁ ନିତ୍ୟ କର୍ମ ସାରି ପ୍ରାତ ଭ୍ରମଣରୁ ଫେରିଖୋଲା ସ୍ଥାନ ଯହିଁ ପବନ…

ଦୂରତା ନୁହେଁ ପ୍ରେମରେ ବାଧକ – ବିଶ୍ୱେଶ୍ୱର ମାଝୀ

ସାତ୍ତ୍ଵିକ ପ୍ରେମ ଟି  ଅଧିଭୌତିକ ଭକତ ଈଶ୍ବର ପରି ଆଖିରେ ନଦେଖି ବିଶ୍ୱାସ କରି ଭକତ ଲଗାଏ ଡୋରି । କାହିଁ ସୂର୍ଯ୍ୟ କାହିଁ ଚନ୍ଦ୍ରମା ଜଣେ ଦିବସର ଅଧୀଶ୍ଵର ଆଉ ଜଣେ ରଜନୀରେ…

ଫୁଲ ବଉଳବେଣୀ – ବିଶ୍ଵେଶ୍ୱର ମାଝୀ

କୁଆଁର ପୁନେଇଁ ଜହ୍ନ ଲୋ ଫୁଲ ବଉଳ ବେଣୀଟିଭି ସିରିଅଲ ସଂସ୍କାର ସଂସ୍କୃତି ସବୁ ଦେଲା ପୋଡ଼ି ଖାଇଲୋ ଫୁଲ ବଉଳ ବେଣୀଗାଁ ର ସଂସ୍କୃତି ନାହିଁ ଲୋ ଫୁଲ ବଉଳ ବେଣୀରାତି ନପାହୁଣୁ…

ଆଲୋଚନା – ଦୁର୍ଗା ପୂଜା – ବିଶ୍ଵେଶ୍ଵର ମାଝୀ

ମହିଷାସୁରର ଅତ୍ୟାଚାରରେ ତିନି ପୁର ହେଉଥାଏ ଥରହର । ଦେବତାଗଣ ସ୍ୱର୍ଗ ପୁରରେ ଥାଇ ମଧ୍ୟ ଥାଆନ୍ତି ଶଂକାକୁଳ ସଂଦିହାନ । ସେମାନଙ୍କ ଆକୁଳ ପ୍ରାର୍ଥନାରୁ ତଥା ଖର ନିଃଶ୍ୱାସରୁ ଆକାଶର ବୁକୁ ଚିରି…

ଉତ୍କଳମଣି – ବିଶ୍ୱେଶ୍ୱର ମାଝୀ

ସତ୍ୟବାଦୀର ସତ୍ୟାର୍ଥୀ ତୁମେ ଗୋପବନ୍ଧୁ ନାମ ଧରିଧରାବତରଣ କରିଥିଲ ଆଜ ଅଠରଶ ସତସ୍ତରି ।ଉତ୍କଳର ଦୁଃଖ ଚରମ ବେଳାରେ ବଢ଼ି ମରୁଡ଼ି ଦାରୁଣଯଥାର୍ଥରେ ଥିଲ ବ୍ରାହ୍ମଣ ହେଜି ସର୍ବ ଘଟେ ନାରାୟଣ ।କଂଗ୍ରେସ ଗଂଗା…

ଖୋକା ଭାଇ ତୁମେ ଧୋକା ଦେଲ – ବିଶ୍ୱେଶ୍ୱର ମାଝୀ

ଚଉତିରିଶର ବାର ଅକ୍ଟୋବର୍ କଟକେ ଛଟକ ଦେଖାଇଲଅଳ୍ପ ଦିନର ଗଳ୍ପ କଥାରେ ସଂଗୀତ ଧାରାରେ ଭିଜାଇଲ ।ସପନର ପଥେ ପଥେ ତୁମେ ପରା ସାଂଧ୍ୟ ଭ୍ରମଣେ ଯାଉଥିଲ‘ଯାଯାବର’ ଝିଅ ମନକୁ ସାଁଉଟି କେଉଁ ଛନ୍ଦରେ…