କବିତା – ଆମ ଗାଁ ନଈ – ବିଶ୍ୱରଞ୍ଜନ ନାୟକ

ଅଙ୍କାବଙ୍କା ହୋଇ ବହିସେ ଯାଇଛିମୋ ଗାଁ ଭୂଇଁ ଦେଇଅତୀତକୁ ମୋର ଭସେଇ ନେଇଛିସ୍ମୃତି ଅଛି ଯାହାରହି ।। ଭସେଇ ନେଇଛି ମୋ ପିଲାଦିନକୁଖୋଜୁଛି ଆଜି ମୁଁ କେତେଚିର ସ୍ମରଣୀୟ ଅତୀତଟା ମୋରଫେରି ଆସନ୍ତାକି ସତେ…