ତୁମ ଅନ୍ତସ୍ଵର – ଚିଦାନନ୍ଦ ଦେହୁରୀ

ତୁମେ ଜୀବନର କେଉଁ ପଂକ୍ତିକେଉଁ ଯତିପାତେ ଗଢାତୁମ ଭାବଭାଷା ଶ୍ରବଣ ମାତ୍ରକେପୂର୍ଣ୍ଣ ମୋ ଜୀବନ ବେଢା ॥       ନା ତୁମେ ବ୍ୟାକରଣର ସନ୍ଧି ପର୍ବନା ତୁମେ ଚତୁର୍ବିଂଶତିସଂହିତା ପବିତ୍ର କାବ୍ୟନା ତୁମେ…

ଜୀବନ ଗୀତିକା – ଚିଦାନନ୍ଦ ଦେହୁରୀ

ଏ ଜନମ ମୃତ୍ୟୁ ଅଟେ ଧ୍ରୁବ ସତ୍ୟ       କା’ ପାଶେ କାହିଁକି ଡରିବା ।ଆସ ଜୀବନ ଦୁଆର ବନ୍ଧରେ ବସି      ଜୀବନ ଗୀତିକା ଗାଇବା ॥ପୂଣ୍ୟ ପବିତ୍ର ଏ…

ଆଶା – ଚିଦାନନ୍ଦ ଦେହୁରୀ

ଖୋଜିବା ନିଶାରେ ଅନେକ ଖୋଜିଛିପାଇଅଛି କିଛି କି,ଜୀବନ ଦର୍ଶନେ ଯେତେ ଯା ପାଇଲେଲାଗେ ଆହୁରି ରହିଛି ବାକି ॥ ଖୋଜିବା ମାତ୍ରକେ ମିଳିଯିବ ଯଦିସମସ୍ତେ ଖୋଜିବେ ଆଜି,ଜୀବନ ଯୁଦ୍ଧରେ ଜିତିବା ନିଶାରେଲାଗିବ ଜୀବନ ବାଜି…

ଜୀବନର ଅନ୍ତରାଳେ – ଚିଦାନନ୍ଦ ଦେହୁରୀ

ଗର୍ଭାଧାନ ସଂସ୍କାରଠାରୁ ଅନ୍ତ୍ୟେଷ୍ଟି କ୍ରିୟାମଧ୍ୟେଯେଉଁ ଅନ୍ତରାଳକେବେ ସର୍ବୋଚ୍ଚ ହିମାଳୟ ତ କେବେ ସମତଳକେବେ ଉତ୍ତଳ ତ କେବେ ଅବତଳପୁନଃ ବିତଳଠାରୁ ପୁଣି ରସାତଳସବୁକିଛି ଭଙ୍ଗା ଗଢାର ଜୀବନକେବେ କେବେ ପୂର୍ଣ୍ଣ ତକେବେ ଯେ ଅପୂର୍ଣ୍ଣକେବେ…