ସମର୍ପଣ – ଶ୍ରୀମତୀ ଚିନ୍ମୟୀ ମିଶ୍ର

ଆହେ ପ୍ରଭୁ କଳା ସାଆନ୍ତେ  ଯାହା ପଚାରୁଛି କହିବ ମୋତେ ଅର୍ଜ୍ଜୁନର କେଉଁ ଭାବ ଦେଖି ତୁମେ, ସାରଥି ହୋଇଲ ତାହାରି ରଥେ । ଆହେ ପ୍ରଭୁ ….. (୧)ଦାସିଆର କିଭାବ ଥିଲା,ତୁମ ମନକୁ…