କବିତା – ତୁମେତ କର୍କଟ – ଚିତ୍ତରଞ୍ଜନ ସାହୁ

ହଁ ! ତୁମକୁ ଭୁଲିଯିବା କଥା ! କିନ୍ତୁ ତୁମକୁ କେମିତିବା ଭୁଲି ପାରିବି ? ତୁମେ ଆଉ କିଛି ହେଇଥାନ୍ତ, ମୁଁ ମୁକ୍ତି ପାଆନ୍ତିଣି ତୁମ ଠାରୁ। ମାତ୍ର ତୁମେତ କର୍କଟ! କାୟା…

ଶ୍ରୀହୀନ ରାଜଧାନୀ – ଚିତ୍ତରଞ୍ଜନ ସାହୁ

ମନ୍ଦିର ମାଳିନୀ ମୂର୍ଛିତ ହେଲାଣି ସତେ ଅଭିଶପ୍ତର ସହର। ଯେଉଁଠି କାଆଲି ମନ ଲାଗୁଥିଲା ଆଜି ଶ୍ରୀହୀନ ଅବସ୍ଥା ତାର। ସବୁଜିମା ଭରା ବନାନୀରେ ଆଜି ନାହିଁ ପୂର୍ବ ପରି ସୁନ୍ଦରତା। ପକ୍ଷୀଏଁ ଏଠାରୁ…

ସାବଧାନ ହୁଅ ଆଜ୍ଞା – ଚିତ୍ତରଞ୍ଜନ ସାହୁ

ଆମ ଭୁସମ୍ପଦ ଲୁଟି କଲ ଅବିଚାର ପରିବାର ଛାଡିଆମେ ବୁଲୁ ବାରଦ୍ୱାର। ତୁମେ ବାତାନୁକୁଳିତ ଘରେ ଥାଅ ରହି ଆମେ ତ୍ରାହି କରୁ ଝାଟି ମାଟି ଘରେ ଥାଇ।। ବର୍ଷା ଦିନେ ପାଲ ଖୋଜୁ…

ବନ୍ଧୁଟିଏ – ଚିତ୍ତରଞ୍ଜନ ସାହୁ

ସେ ବନ୍ଧୁଟିଏ ! ଯିଏ କେବେ ଧନ ଦେଖେନି। ଯାହାର ପ୍ରତିବଦଳରେ  କିଛି ପାଇବାର ଆଶା ନଥାଏ। ଯିଏ ଦେଖେନି  ଜାତି-ଗୋତ୍ର, ବାଲ୍ୟ-ବୃଦ୍ଧ,  ଧନୀ-ଗରିବ, ଶିକ୍ଷା-ଦୀକ୍ଷା। ସେ ଶ୍ରୀକୃଷ୍ଣ ହୁଅନ୍ତୁ ସୁଦାମା ପାଇଁ କିମ୍ବା…

ଉତ୍କଳ ପୁଅ – ଚିତ୍ତରଞ୍ଜନ ସାହୁ

ଇତିହାସ ଭାଷେ ଯା’ର ଯଶକୀର୍ତ୍ତି  ସାଗର ପଖାଳେ ଯା’ର ପାଦ ନିତି ଯାହାରି ବୁକୁରେ ପ୍ରଭୁ ଜଗନ୍ନାଥ ଭାଇ ଭଉଣୀଙ୍କ ସଙ୍ଗେ ବିରାଜିତ ଆମେ ସେ ଉତ୍କଳ ପୁଅ ଗୋଟିଏ ସ୍ୱରରେ କୋଟିଏ କହିବା…

ଉତ୍କଳ ମାତା – ଚିତ୍ତରଞ୍ଜନ ସାହୁ

ତୁ ସେହି ଉତ୍କଳ! ! ଯା’ କୋଳେ ବଢ଼ିଛି, ଗଢ଼ିଛି ଯା’ କୋଳେ ଘର। ଉତ୍କଳ ଜନନୀ, ଓଡ଼ିଆର ପ୍ରାଣ ତତେ କୋଟି ନମସ୍କାର ! ତୋହରି ଗରଭୁ , କେତେ ମହାବୀର ଜନମିଛି…

ପୂର୍ଣ୍ଣତା ଅପୂର୍ଣ୍ଣତା – ଚିତ୍ତରଞ୍ଜନ ସାହୁ

ଜହ୍ନ ସାକ୍ଷୀ ଅଛି !ତୁମ ସହ ମୋର ପ୍ରଥମ ଭେଟକୁ।ସମୟ ଥିଲା ବସନ୍ତର ପ୍ରଥମ ସନ୍ଧ୍ୟା,ତୁମେ ଆସିଥିଲ ତୁମର ପ୍ରେମଭରାଦୁଲକାଏ ମଳୟକୁ ନେଇ। ମୋର ଅନ୍ୟମନସ୍କତାର ସାମାନ୍ୟ ଉପରେତୁମେ ଆସି ରହିଗଲ,ମୁଁ ଫେରି ଆସିଲି…

ସ୍ଵପ୍ନ ସବୁ – ଚିତ୍ତରଞ୍ଜନ ସାହୁ

ଏ ରକ୍ତିମ ସୂର୍ଯ୍ୟ ଯେବେ ବୁଡିଯିବେ ପଶ୍ଚିମ ସାଗରେ ଯେବେ ଧରଣୀର ପୃଷ୍ଠଦେଶେ ଖେଳିଯିବେ ଅନ୍ଧାର ଲହରୀ ପକ୍ଷୀଏଁ ଯେବେ ବାହୁଡିବେ ଆପଣା ରାସ୍ତାରେ ସେତେବେଳେ ସ୍ବପ୍ନମୋର ମୋ ଦେହକୁ ତ୍ୟାଗକରି, ଇତଃସ୍ତତ ହୋଇ,…