ଆତ୍ମ ସମୀକ୍ଷା – ଦେବବ୍ରତ ଜେନା

ହାରିଛି କେତେ ଜିତିଛି କେତେହିସାବ ଅଛି ବାକିଚାଲିବି ପୁଣି  ଆଗକୁ କେତେପାରିନି କେବେ ମାପି ।।(୧) ହର୍ଷ  ବିଷାଦ ଚାଖିଛି କେତେପଡି ଉଠିଛି କେତେଜୀବନର ଏଇ ରଂଗମଂଚେ ଏକାକୀ  ଚାଲିଛି ସତେ ।।(୨) ଆସିଛି ଏକା…

ମୁଁ ତୁମପାଇଁ ପାଗଳ – ଦେବବ୍ରତ ଜେନା

ତୁମେ ମୋ ହୃଦୟ ଜ୍ୟାମିତିର  ଅଭୁଲା ଅଙ୍କନ ତୁମେ  ମୋ ବିତା ଇତିହାସର ସ୍ମୃତିର  ବନ୍ଧନ ।। ତୁମ ଦୁର୍ଭେଦ୍ୟ ଭୂଗୋଳର  ମୁଁ ଛିଣ୍ଡା ମାନଚିତ୍ର  ମୋ ପାଟୀଗଣିତର ତୁମେ ଅସମାହିତ ସୂତ୍ର ।।…

ଜୀବନ ଯାତ୍ରା – ଦେବବ୍ରତ ଜେନା

ମୋ ଜୀବନ ଯାତ୍ରାରୁ ଅପସୃତ ଆଉ ଏକ ବର୍ଷବ୍ୟଥା,ବେଦନା,ଯନ୍ତ୍ରଣା,ଦୁଃଖ ଆଉ କ୍ଳେଶଚିରସ୍ଥାୟୀ ସୁଖ ଅବା ହେଲା ଯେ ବିଲୀନଜୀବନ ପଥେ କି ଅବା ଅଟେ ମୁଁ ଶ୍ରୀହୀନଅପସରି ଗଲୁ ତୁ ଯେ ମୋ ହୃଦ…

ଜଗତଜନନୀ ଦୁର୍ଗେ – ଦେବବ୍ରତ ଜେନା

ଶିରୀ ଶୈଳପୁତ୍ରୀ           ମାତା ସିଦ୍ଧିଦାତ୍ରୀ            ବରଦାୟୀ କାତ୍ୟାୟିନୀପାପ ବିନାଶିନୀ              ଶକ୍ତିସ୍ୱରୂପିଣୀ     …

ମନର ନା ବିବେକର – ଦେବବ୍ରତ ଜେନା

ଆମ ସମ୍ପର୍କର ଯବନିକା ଟାଣିକେଉଁ ଖୁସିରେ ମୁଁ ତୁମ ସହ ଦେଖା କରିବି ଜାଣି ପାରୁନି…ମନର ଅସଂଖ୍ୟ ଅସମାହିତ ପ୍ରଶ୍ନଗୁଛରେବେଳେବେଳେ ମୁଁ ଛନ୍ଦି ହୋଇଯାଏଆଉ ତୋ ପାଇଁ ଅପରିମିତ ଆଶାର ଦୀପାଳି ଜାଳେ …ବିବେକ…

ତୁମ ପ୍ରତୀକ୍ଷାରେ – ଦେବବ୍ରତ ଜେନା

ଆତୁର ନୟନ ଖୋଜୁଛି ତୁମକୁ ତୁମ ପଥେ ଅଛି ଚାହିଁଅହୋ ରାତ୍ର ବସି ତୁମକୁ ଭାଳୁଛିଝୁରି ହୁଏ ତୁମ ପାଇଁ ।। ତୁମରି ଫେରିବା ବାଟକୁ ଚାହିଁକି ଆଖିରେ ହଜିଛି ନିଦପ୍ରତି ମୁହୂର୍ତ୍ତରେ ତୁମରି…

ବିଘ୍ନ ବିନାଶକ – ଦେବବ୍ରତ ଜେନା

ଅଜ୍ଞାନ ନାଶକ ଜ୍ଞାନ ପ୍ରଦାୟକତୁମେ ବିଘ୍ନ ବିନାଶକତମସା ବିନାଶି ଆଲୋକ ପ୍ରକାଶିରକ୍ଷା କର ବିନାୟକ ।।ଶମ୍ଭୁ ତୁମ୍ଭ ପିତା କାର୍ତ୍ତିକେୟ ଭ୍ରାତାକୈଳାସ ତୁମ ନିବାସମୂଷିକର ପୃଷ୍ଠେ ତୁମେ ଉପବିଷ୍ଟଶଙ୍କର ସୁତ ଗଣେଶ ।।ଜୀଵ ଦୁଃଖହାରୀ,ପ୍ରାଣୀ…

ତୁମ ବିନା ନିଃସ୍ୱ ମୁହିଁ – ଦେବବ୍ରତ ଜେନା

ହେ ଗୁରୁ ତୁମେ ମଙ୍ଗଳମୟ ତୁମ ବିନା ନିଃସ୍ୱ ମୁହିଁମୋ ଜୀବନ ପଥ ନାବିକ ଗୋ ତୁମେତୁମ ବିନା ମୁକ୍ତି କାହିଁ ।।ହେ ଗୁରୁ ତୁମେ ମଙ୍ଗଳମୟ……ତୁମେ ବ୍ରହ୍ମା ବିଷ୍ଣୁ ତୁମେ ଆଶୁତୋଷତୁମେ ଆଲୋକ…