ଅତୁଟ ବନ୍ଧନ – ଦେବୀ ପ୍ରଧାନ

ଇଚ୍ଛା ହୁଏ ଆଜି ତୁମ ହାତ ଧରିଚାଲିବାକୁ ଦୂର ବାଟ ,ଦୁହେଁ ହାତ ଧରି ବାଟ ଚାଲୁଥିବାପ୍ରୀତିର ହୋଇବ ଭେଟ । ନିରୋଳା ରାତିରେ ତୁମେ ଶୋଇଥିବମଥା ରଖି ମୋ କୋଳେ ,ମୁଁ ଗାଉଥିବି…

ମନ କଥା (୨) – ଦେବୀ ପ୍ରଧାନ

କେମିତି ଭୁଲିଲ ଅତୀତକୁ ତୁମେକେମିତି ପାରିଲ ରହି ,ଜୀବନ ଯନ୍ତ୍ରଣା କଷଣ ଦେଉଛିପାରୁନାହିଁ ଆଉ ସହି । ଚାତକ ପରି ମୁଁ ଚାହିଁ ରହିଥିବିତୁମରି ବାଟକୁ ସାଥି ,ଫେରି ଆସ ମୋର ଏହି ହୃଦୟକୁଥରେ…

ମନ କଥା – ଦେବୀ ପ୍ରଧାନ

ଇଚ୍ଛା ଥିଲା ସାଥି କବିତା ଲେଖିବିତୁମକୁ ନାୟକ କରି ,ସବୁ ସ୍ୱପ୍ନ ମୋର ଅଧାରେ ରହିଲାମରିଲି ମୁଁ ଝୁରି ଝୁରି । ତୁମେ ଚାଲିଗଲ ତୁମ ବାଟେ ସାଥିମୁଁ ହୋଇଗଲି ଏକା ,କଥାଦେଇଥିଲ ଫଗୁଣେ…

ନୂଆ କାହାଣୀ – ଦେବୀ ପ୍ରଧାନ

ତୁମରି ପରସେ ଏଇ ମୋ ଜୀବନହୋଇଗଲା ସାଥି ଧନ୍ୟ ,ଆଜି ମୁଁ ଲେଖୁଛି କବିତା ଆକାରେ ବୁଝିବାକୁ ମୋର ମନ । ଏତେ ଖୁସି ଦେଲ ଏଇ ମୋ ଜୀବନେଭାବି ମୁଁ ଜେ ପାରୁନାହିଁ…

ତୁମ ପାଇଁ ପଦେ

ଦେବୀ ପ୍ରଧାନଗ୍ରାମ-ପାଣିଭଣ୍ଡାର, ଜିଲ୍ଲା-ଭଦ୍ରକ ସଳିତା ପରି ମୁଁ ଜଳୁଛି ଜଳିବିଲିଭିବା ଯାଏ ମୋ ଶିଖା,ମୁଁ ଜଳୁଥିବି ଦୁନିଆଁ ହସିବଏହି ମୋ କପାଳ ରେଖା,ଜୀବନ ସାରା ମୁଁ ଜଳୁଛି ଏମିତିଆଉ ଜଣେ ନିଏ ନିଁଆ,ରାତି ଆଢୁଆଳେ…