କବିତା – ଦେଖିବି କଳାବଦନ – ଧିରେନ୍ଦ୍ର ମଲ୍ଲିକ

କାହିଁ କେତେ ଦିନୁ ଅପେକ୍ଷା କରିଛି ଯିବାକୁ ଶ୍ରୀକ୍ଷେତ୍ର ଧାମ,ଡୋରି ଥରେ ଲଗା ବଳିଆରଭୁଜଜପୁଅଛି ତୁମ ନାମ,,ନେଇଯାଅ ମତେ ତୁମରି ପାଖକୁଦେଖିବି କଳାବଦନଜନମ ମୋହର ସାର୍ଥକ ହୋଇବପବିତ୍ର ହେବ ନୟନ,,ଆନନ୍ଦ ବଜାରେ ବୁଲୁବି ମଜାରେଖାଇବି…