କାବ୍ୟ – ରସକଲ୍ଲୋଳ – ପ୍ରଥମ ଛାନ୍ଦ – ଭକ୍ତକବି ଦୀନକୃଷ୍ଣ ଦାସ

ରାଗ – ସଙ୍ଗମତିଆରି କର ସାଧୁଜନମାନେ ମନକୁ ଏକ, କର ଧୀରେ ଧ୍ୟାନ ନୀଳାଚଳ-ନାୟକ ।୧। କମନୀୟ ଶ୍ରୀମୁଖ ଚନ୍ଦ୍ରରୁ ଅଧିକ, କଲେ ଦର୍ଶନ ନ ରହେ ସଂସାର ଶୋକ ।୨। କମଳନୟନ କୋଟି…