କବିତା – ପ୍ରିୟ ଭୂମି – ଡକ୍ଟର ମାୟାଧର ମାନସିଂହ

ଓହ୍ଲାଇ ଏ ଅଗ୍ନି-ରଥୁ ଯିବ ସେହି ଦେଶେବିସ୍ତୀର୍ଣ୍ଣ ପ୍ରକୃତି ଜହିଁ ଦିଗମ୍ବର ବେଶେବୃକ୍ଷହୀନ- ହେମକାନ୍ତ-ସିକତା ବିସ୍ତାରମହୋଦଧି ତଟ-ପ୍ରାନ୍ତେ । ସିନ୍ଧୁ ସିକତାରେକ୍ରୀଡ଼ନ୍ତି ନିଶୀଥେ ତହିଁ ଜଳକନ୍ୟାଗଣକିଆକୁଞ୍ଜେ ଲୁଚକାଳି,କୋମଳ ଚରଣବୁଡ଼େନାହିଁ ବାଲୁକାରେ । ବର୍ଷାରମ୍ଭେ ତହିଁପୁନ୍ନାଗ…