ଅଣୁଗଳ୍ପ – ମାଟି କହେ କାହାଣୀ – ଡାକ୍ତର ସନ୍ତୋଷ କୁମାର ପ୍ରଧାନ

ସୁଦୂର ବଲାଙ୍ଗିର ଜିଲ୍ଲାର ବାଘମୁଣ୍ଡା ଗ୍ରାମରୁ ରମୁ ଛୁଟି ଆସିଥିଲା ନିଜର ପେଟପୋଷଣ ପାଇଁ ଗଞ୍ଜାମ ଜିଲ୍ଲାର ଆଲିପୁର ଗ୍ରାମକୁ ଦାଦନ ଖଟିବା ପାଇଁ । ଇଟାଭାଟି ଥିଲା ତାରି ଯୋଗାଯୋଗର ଏନ୍ତୁଡିଶାଳ ସାଥେଥିଲା…