କାବ୍ୟ – ତପସ୍ଵିନୀ – ପ୍ରଥମ ସର୍ଗ – ସ୍ଵଭାବ କବି ଗଙ୍ଗାଧର ମେହେର

ରାଗ: ମଙ୍ଗଳ ଗୁଜ୍ଜରୀ କିଏ ଗୋ ତୁ ଜ୍ୟୋତିର୍ମୟୀ ଶୁଦ୍ଧ-ଶୁଭ-ବେଶା,ଇନ୍ଦ୍ରନୀଳ-ଦ୍ୟୁତି-ଜିତ-ମନୋହର-କେଶା? | ୧ |ତନୁକାନ୍ତି ଭେଦି ତୋର ଶୁଭ୍ର ସୂକ୍ଷ୍ମ ବାସ,ଆହ୍ଲାଦ ଦେଉଛି ତୋର ହୃଦେ ହୋଇ ସୁପ୍ରକାଶ | ୨ |କୌମୁଦୀ କି…