ଚାରିଗଡର ସକାଳ – ଘନଶ୍ୟାମ ମହାନ୍ତ

କୁକୁଡା ଡାକରେ ସୂର୍ଯ୍ୟ ଉଏଁ ଭି଼ଡିମୋଡି ହୁଏ ବଣଜଙ୍ଗଲଛିଣ୍ଡାପଟିଆଉପରୁ ଆଖିମେଲି ଚାହେଁଭୋକିଲା ପେଟର ଚିତ୍କାର । ଭଂଗାକୁଡିଆର ଚାରିକାନ୍ଥଭିତରେ କିଛିଗୋଟେ ଅଣ୍ଡାଳୁଥାଏଚମ ଧୁ଼ୁଡୁ ଧୁଡୁ ଶିରାଳ ହାତବଂଚିବାକୁ ଅବଶିଷ୍ଟ ଆୟୁଷକାହାକୁ ବି ଜଣା ନଥାଏଜଳିବ…

ଶିଶୁଗଳ୍ପ – ଗାନ୍ଧୀ ମାଙ୍କଡ – ଘନଶ୍ୟାମ ମହାନ୍ତ

ସ୍କୁଲ ଫେରନ୍ତା ପୁଅ ଉଲ୍ଲସିତହୋଇ କହିଲା- ଜାଣିଛ ବାପା, ଆଜି ଆମେ ସ୍କୁଲରେ ଗାନ୍ଧୀଙ୍କ ତିନି ମାଙ୍କଡପରି ଆଚରଣ କଲୁ ।  “ସତରେ ?” ଚକିତ ପିତା ସସ୍ନେହରେ ପୁଅର ମୁଣ୍ଡ ଆଉଁସିଦେଇ ପଚାରିଲେ…

ବର୍ଷାର ଗୀତ – ଘନଶ୍ୟାମ ମହାନ୍ତ

(ଏକ) ଠା ଠା ଶୁଖିଲା ଭୂଇଁରେ ପାଦ ଥାପିତୁମେ ଯେବେ ଓହ୍ଲେଇ ଆସିଲଧରିତ୍ରୀର ବୁକୁରେମହକିଗଲା ମାଟିର ବାସ୍ନାଅଙ୍କୁରିଗଲା ତୃଣ ମଂଜିରୁଏବେ ଯେଉଁଠି ଦେଖିବ ସୃଷ୍ଟିର ସ୍ୱାକ୍ଷରସବୁଜ ମାୟାରେ ଆନ୍ ମନା ଧରିତ୍ରୀ । (ଦୁଇ)ବର୍ଷା…

କାଞ୍ଜିପାଣି ଘାଟିରେ ବର୍ଷା – ଘନଶ୍ୟାମ ମହାନ୍ତ

ଏକାକାର ହେଉଥାଏ ମାଟି ଓ ଆକାଶ ଅନନ୍ତ ଯୁଗର ତୃଷ୍ଣା ନେଇସୃଜିବାକୁ ସୃଷ୍ଟିର ଓମ୍ କାର ମହାମିଳନର ମୁଦ୍ରାରେ ପୁରୁଷପ୍ରକୃତି ।ଗଛଲତା ଗୁଳ୍ମସବୁ ଚମକୁଥାଏଗାଁ ପୋଖରୀରୁ ସଦ୍ୟ ସ୍ନାନସାରିଉଠି ଆସୁଥିବା ନୂଆ ବୋହୂଟିଏ ପରିକିମ୍ବା…

ଆସ ଚାଷ କରିବା – ଘନଶ୍ୟାମ ମହାନ୍ତ

ଆସ ଚାଷ କରିବା ଖରା ତେଜେ ସିଝିବାବରଷାରେ ଭିଜି ଭିଜିହାଡଫଟା ଶୀତେ ମଜ୍ଜିମାଟି ସଙ୍ଗେ ମାଟି ହୋଇରକତକୁ ପାଣି କରିଜୀବନକୁ ଭୁଲିବା ଆସ ଚାଷ କରିବା । ଚାଷ କରେ ଯିଏରେକେତେ ସୁଖୀ ସିଏରେପାଣି…

ଖରା ମାରେ ଟାଇଁଟାଇଁ – ଘନଶ୍ୟାମ ମହାନ୍ତ

ଖରା ମାରୁଛି ଟାଇଁ ଟାଇଁ ପବନ ବହେ ସାଇଁ ସାଇଁଗରମକୁ ତ ମନ ନାଇଁଥଣ୍ଡାକୁ ମନ ହାଇଁ ପାଇଁ ।ଆସୁଛି ସୁନୁ ଧାଇଁ ଧାଇଁଖରାରେ ମୁଣ୍ଡ ଝାଇଁ ଝାଇଁଝିଂକାରୀ କରେ ଝିଇଁ ଝିଇଁକୁକୁର ଛୁଆ…

ପ୍ରକୃତି ସାଧୁଛି ଦାଉ – ଘନଶ୍ୟାମ ମହାନ୍ତ

ଟାଇଁ ଟାଇଁ ଟାଇଁ ମାରୁଛି ଖରା ବହୁଛି ଝାଞି ବାଆଏମିତି ଖରା ତ ଦେଖିନି କେବେକୁହଇ ଜେଜେ ମାଆ ।ଶୁଖିଗଲାଣି ନଦୀ ଝରଣାକୂଅ ପୋଖରୀ ନାଳସବୁଜ ବିଲ ପଡିଆ ଭୂଇଁଶୁଖିକି ଫାଳ ଫାଳ ।ସହି…

ନିଆଁ – ଘନଶ୍ୟାମ ମହାନ୍ତ

ଏବେ ସବୁଠି ଜଳୁଛି ନିଆଁତୁମଠି,ମୋ’ଠି,ସଭିଙ୍କଠିମନରେ,ଦେହରେ,ପେଟରେ,ଆଖିରେଘରେ,ବାହାରେ,ଗାଁରେ,ସହରରେଦେଶ,ବିଦେଶରେ ।ପେଟର ନିଆଁରେ କିଏବିକି ଦେଉଛି କୋଳର ସନ୍ତାନଦେହର ନିଆଁରେ କିଏବନିଯାଉଛି ରାକ୍ଷସମନର ନିଆଁରେ କାହିଁଛିଣ୍ଡି ଯାଉଛି ମମତାର ଡୋରଜଳିଯାଉଛି ଅଲିଅଳି ବୋହୂତ କେଉଁଠିଛିଟ୍ କି ପଡୁଛି ନାଭିରୁ ଭୃଣଆଖିର…