ଓମ ସାଇରାମ – ଗୀତାଞ୍ଜଳୀ ସେଠୀ

ପ୍ରଭୁ ଶ୍ରଦ୍ଧା ରହିଛି ତୁମ୍ଭର ଦୁନିଆରେ ହୋଇ ଅମରସବୁରି ମନରେ ଭରିଅଛ ଖୁସିଓମ ଶ୍ରୀ ସାଇ ତୁମେ ଇଶ୍ବର ତବ ନାମଧରି ହୁଏ ମୁଁ ପାରିଯେତେ ଆସୁ ଝଡଝଞ୍ଜାତବ କୃପାବଳେ ଚାଲୁଛି ମୁଁ ପଥସବୁଠି…

ଫୁଲ – ଗୀତାଞ୍ଜଳୀ ସେଠୀ

ଫୁଲ ତୁ ଫୁଲେଇ ହେଉଛୁ କେତେ ସୁନ୍ଦର ହେଲୁ କେମିତି ଏତେଆଜି ମୁଁ ଜାଣିଲି ଏତେ ଫୁଲେଇ କାହିଁକି ହେଉତ ରୂପେ ସଭିଙ୍କ ମନ କିଣି ନେଉ ତୋ ରୂପ ରୁ ଟିକିଏ ଦେବୁକି…

ସ୍ୱପ୍ନ ରେ ତୁମେ – ଗୀତାଞ୍ଜଳୀ ସେଠୀ

କେବେ ତୁମେ ଶୀତ ହୋଇ ଅସ ଦୋହଲାଇ ଦିଅ ଛାତିକୁ କେବେ ବନିଯାଇ ମୃଦୁ ମଳୟମୋହିନିଅ ତୁମେ ମନକୁ ଅଶାନ୍ତ ସାଗର ବକୁଚିରି ତୁମେନୀଳଢେଉ ପରି ଆସ ମାଡିକେବେ ଆସ ମଧୁଝରା ରାତିରେ ଆଖିରେ…

ନୈଶ୍ୟ ସୁନ୍ଦରୀ – ଗୀତାଞ୍ଜଳି ସେଠୀ

ଆଖିରେ ଦେଲୁ ଆଖିଏ ସପନ ମନରେ ଭରିଦେଇଛୁ  ଆଶାଦୂର ରାଇଜେ ରହିଛୁ ଗୋପନେଶୀତୁଆ ସମୀର ଦିଏ ବାରତା ତୋ ଦେହ ମହକ ସମୋହିତ କରେମନରେ ଆସେ ଶୀହରଣଏମିତି ଗଢିଛି ତୋତେ ଲୋ ବିହିଜଗତ ତୋ…

ଆସିଛି ବସନ୍ତ – ଗୀତାଞ୍ଜଳୀ ସେଠୀ

ବସନ୍ତ ଆସିଛି ପାହାନ୍ତି କାକରେକିସୁନ୍ଦର ଦିଶେ ଶୋଭାଭିଜାଭିଜା ସେ ଆଖିର ପଲକେକେ ବର୍ଣ୍ଣିପାରିବ ତା ଆଭା ହଳଦୀ ବସନ୍ତ ପିନ୍ଧି ପିତପାଟଗହନ ବନେ ଖେଳେ ଦୋଳିପଳାଶ ଫୁଲର ସମ୍ଭାର ନେଇହସଇ ଧରଣୀ ରାଣୀ ପେନ୍ଥି…