ବାଇ – ଗୋକୁଳାନନ୍ଦ ପ୍ରଧାନ

ସେଇ ଯେଉଁ  ଚଢେଇ ମେଂଚାକ,କାଉ କା ରାବ ଦେବା ବେଳେ,ଉଡି ଆସି ମାଡିବସନ୍ତି ସାରା ସହର….ହାଟ, ବଜାର, ରୋଷେଇଘର….ସବୁ ତାଙ୍କର…… ସବୁଠି ସେ କାୟା ବିସ୍ତାରନ୍ତି,ଭୋଗ ବିକି, ଭୋକ ପାଇଁଦି,ଖଣ୍ଡ ରଙ୍ଗୀନ ଟଙ୍କା କିଣନ୍ତି…