ଦେବକୀ ନନ୍ଦନ – ଗୌରାଙ୍ଗ ଚରଣ ବେଉରା

ଦେବକୀ ନନ୍ଦନ ମୈୟା ପ୍ରାଣଧନଦ୍ୱାପର ପୁରୁଷୋତ୍ତମ,ବନ୍ଦୀଗୃହେ ଜନ୍ମି ଗୋପରେ ବଢିଲରଚି ନବ ବୃନ୍ଦାବନ ॥ଗୋପପୁର କରି ଲୀଳା ନିକେତନକଲ ଲୀଳାଖେଳା କେତେଗାଈ ଗୋଠ ଧରି ବାଲ୍ୟଲୀଳା କଲକେତେ ସାଂଗସାଥି ମେଳେ ॥ଯଶୋଦା ମୈୟାଂକ ବାଳ…

ଭକ୍ତିମୟ – ଗୌରାଙ୍ଗ ଚରଣ ବେଉରା

ଭକ୍ତିରେ ଭକ୍ତିରେ ଭକ୍ତିମୟ ତୁମେଭକ୍ତିରସେ ରସାମୃତ,ଭକ୍ତିରେ ଭକ୍ତିରେ ଭକ୍ତି ଯମୁନାରେଭକ୍ତିମୟ ଜଗନ୍ନାଥ ॥ଭକ୍ତିରେ ଭକ୍ତିରେ ଭକ୍ତିର ଅର୍ଘ୍ୟରେଭକ୍ତିର ଅଚଳ ମେରୁ,ଭକ୍ତିରେ ଭକ୍ତିରେ ଭାବ ଭକତିରେଭକ୍ତିସିକ୍ତେ ମହାମେରୁ ॥ଭକ୍ତିରେ ଭକ୍ତିରେ ଭକ୍ତି ପୁଷ୍ପମାଲ୍ୟେଭକ୍ତିର ପୁଷ୍ପକ ଯାନେ,ଭକ୍ତିରେ…

ବାହୁଡା ଦିଅଁ – ଗୌରାଙ୍ଗ ଚରଣ ବେଉରା

ଶରଧା ବାଲିରେ ଲୀଳାସାରି ପ୍ରଭୁଫେରିବ ବଡ ଦେଉଳେ,ଜନମ ବେଦୀକୁ ଝୁରି ହେଉଥିବବସି ଭକତଂକ ମେଳେ ॥ଜନମ ମାଟିକୁ କଥା ଦେଇ ତୁମେଫେରିବ ଲକ୍ଷ୍ମୀଂକ ପାଶେ,ରତ୍ନ ସିଂହାସନ ଜୀବନ୍ତ ହୋଇବଆସି ତୁମରି ପରଶେ ॥ପଣ୍ତା ପଡିହାରି…

ଚିଲିକା – ଗୌରାଙ୍ଗ ଚରଣ ବେଉରା

ନୀଳ ସାଗରୀକା ନୀଳାମ୍ବୁ ଚିଲିକାଉତ୍କଳର ଗଳାହାର,ଜଳ ଜୀବଂକର ମଧୁର ନିଳୟକବି ଉପମାର ମାଳ ॥ ତୋ ଜଳେ ଭାସନ୍ତି ମରାଳ ପନ୍ତି ଗୋଭାସନ୍ତି ପୋତ ପଂକତି,ନୀଳ କଇଁ ହସେ ତୋ ଚାରୁ ହସରେହସେ ପଟିକା…

ଜୀବନ୍ତ ଦେବତା – ଗୌରାଙ୍ଗ ଚରଣ ବେଉରା

ପିତା ମାତା ତୋର ଜୀବନ୍ତ ଦେବତାଆଶୀର୍ବାଦ ଦଣ୍ତ ଧରି,ଆଶୀଷ ଢାଳନ୍ତି ଦିବସ ଶର୍ବରୀପେଟେ ଓଦାକନା ଦେଇ ॥ସକଳ ତୀର୍ଥ ଯେ ତାଂକରି ଚରଣେବାକି ତୀର୍ଥ ଅକାରଣ,ମାୟା ସଂସାରରେ କେତେ ଖୋଜିବୁଲୁକେତେ ନାନା ତୀର୍ଥଧାମ ॥ତାଂକରି…

ମହାବିଷୁବ ଓଡିଆ ନବବର୍ଷ – ଗୈାରାଙ୍ଗ ଚରଣ ବେଉରା

ଓଡିଆ ଭାଈଙ୍କ ବିଷୁବ ମିଳନମହାବିଷୁବ ଦିନରେ,ଓଡିଆ ବରଷ ଉତ୍କଳ ଭୂବନେଆରମ୍ଭେ ଶୁଭ ଆସରେ ॥ ମଂଗଳ ଆଳତୀ ବୃନ୍ଦାବତୀ ଠାରୁସର୍ଜନା ହୁଏ ବିଧିରେ,କଦଳୀ ପଟୁକା ଶିକା ଗବ ବାଡିକୁମ୍ଭ ବୃନ୍ଦାବତୀ ପରେ ॥ ଠେକି…

ପାହାଡି କନ୍ୟା – ଗୈାରାଙ୍ଗ ଚରଣ ବେଉରା

ଶଇଳ ନିଭୃତ ଗହ୍ୱରୁ ତୁହି ଜନମ ନେଇ,ଉପଳ ତଳପ ବରଜି ପାଦ ଛୁଁଇଲୁ ମହୀ..॥ନିଷ୍ଠୁର ହୃଦୟ ଚିରି ତୁ ଅତି ଆବେଗ ଭରେ,ପଦ ଧୈାତ କରି ମହୀର ମିଳି ବିରାଟ ନୀରେ..॥ବନ୍ଧୁର ଶିଳାରେ ନାଚି…

ନୀଳପରୀ – ଗୈାରାଙ୍ଗ ଚରଣ ବେଉରା

ନୀଳ ନୀଳିମାର ନୀଳ ପରୀ ତୁମେକଳା ବାଦଲେ ଚପଳା,ବାରୁଣୀ ଗଗନ ରକ୍ତିମ ରୂପସୀଗୋଧୂଳି ଲଗ୍ନ ମଂଜୁଳା ॥ସଂଜ ଓଢଣୀରେ ସଂନ୍ଧ୍ୟାତାରା ନଭେଛାଇ ପ୍ରତିଛବି ତୁମେ,ଦୀପର ଶିଖାରେ ସଦା ଦୀପାନ୍ୱିତାଉଜ୍ୱଳ ଶିଖା ଅମାରେ ॥ବସନ୍ତ ସକାଳ…