ଆଶିଷ ଦାୟିନୀ ମାଆ – ଗୌରୀ ପଣ୍ଡା

ଆଶିଷଦାୟିନୀ ମାଆ **************** ଶିବାଙ୍ଗୀ, ଶିବାନୀ ତୁମେ ମା, ତାରିଣୀ।  ଜଗତଜନନୀ  ସଙ୍କଟତାରିଣୀ।  ଭଣ୍ଡାର ଘରଣୀ ମାଆ କାତ୍ୟାୟନୀ।  ମହୁରୀକାଳୁଆ  ଗଉରୀ ,ଭବାନୀ।  ଉମା, ଭଗବତୀ  କଣ୍ଟାବାଉଁଶୁଣୀ।  ମାଆ ସମଲାଇ  ସାରଳା, ପେଣ୍ଡ୍ରାଣୀ।  ଧୂମାବତୀ…