କବିତା – ହୃଦୟ ବିକିଛି – ହରିବନ୍ଧୁ ମଙ୍ଗରାଜ

ହୃଦୟ ବିକିଛି ତୁମଠାରେ ପ୍ରଭୁ ଭବଜଞ୍ଜାଳକୁ ତେଜି ଚକାଡୋଳା ଆଖି ସାକ୍ଷୀ ରଖିଅଛି ତୁମ ନାମ ପ୍ରେମ ହେଜି ଦିନ ବିତେ ଭଜି ଭଜି……. ଶରଣ ପଶିଛି ଶ୍ରୀରଙ୍ଗା ଚରଣେ ଭରସା ରଖିଛି ସେଠି…