ଦୁନିଆର କଥା – ହରିହର ତ୍ରିପାଠୀ

ମାଆ ପଚାରଇ ଖାଇଛୁକି ନାହିଁମୁହଁ ଦେଖି ଚିହ୍ନେ ମନକୁସ୍ତିରୀ ପଚାରଇ ଆଣିଛୁକି ନାହିଁଦରାଣ୍ଡି ପକାଏ ଧନକୁ । ସଭା ବସିଥିଲେ ପୁଅ ଭୁଲ କଲେପିତା ପୋତିଦିଏ ମୁଣ୍ଡକୁକଳି କରୁଥିଲେ ଭାଇ ଆଗହୋଇବାହାରି ପଡଈ ଦାଣ୍ଡକୁ…

ଜଗନ୍ନାଥ – ହରିହର ତ୍ରିପାଠୀ

ହରିହର ତ୍ରିପାଠୀକୁଣ୍ଡିଲୋ, କେରଙ୍ଗ, ଖୋରଧା ଜଗନ୍ନାଥ ହେ କାହିଁକି ଡାକିବି ଆଉତୁମେ ଥାଉ ଥାଉ ଭାସି ମୁଁ ଯାଉଛିଦେଖ ଦେଖ ମହାବାହୁଜଗନ୍ନାଥ ହେ… ମିଛେ ସିନା ତୁମ୍ଭେ ବାନା ଉଡାଉଛପତିତପାବନ ବୋଲିକେତେଯେ ପତିତ ଦୁଃଖେ…

ଛାଡି ବୃନ୍ଦାବନ

ହରିହର ତ୍ରିପାଠୀକୁଣ୍ଡିଲୋ, କେରଙ୍ଗ, ଖୋରଧା ।ଦୂରଭାଷ – ୯୬୬୮୧୭୩୭୯୮ ଛାଡି ବୃନ୍ଦାବନ ଗୋପୀଙ୍କ ଜୀବନମଥୁରା ପୁରକୁ ଗଲକିକେଉଁ ଅପରାଧ କଲେ ଗୋପାଳୁଣୀମନ ତାଙ୍କ ଊଣା କଲକି ॥ଛାଡି ବୃନ୍ଦାବନ… ଝୁରୁଛନ୍ତି ରାଧା ଝୁରୁଛି ଯମୁନାଝୁରୁଛି…