ସାଜିବି ମୁଁ ବତୀଘର – ହରିଶ୍ଚନ୍ଦ୍ର ହୋତା

ମୋ ଗାଆଁ ଆଉ ଗାଆଁଟିଏ ନୁହେଁ ସତେ ଯେମିତି ସହର,  ଗାଆଁ ମଧୁରତା ମହୁ ନୁହେଁ ଆଉ ପାଲଟିଲାଣି ଜହର llଜ୍ଞାନୀ, ଗୁଣୀ, ବୁଢା, ପଣ୍ଡିତ, ସୁଜନ କଥା ପଚାରୁଛି କିଏ, ପୁରୁଣା କଥା…

କ୍ଷୁଦ୍ରଗଳ୍ପ – ମାଆଙ୍କ ଠିକଣା – ହରିଶ୍ଚନ୍ଦ୍ର ହୋତା

ମାନଗୋବିନ୍ଦପୁର ଗାଆଁରେ ସେଦିନ ଚହଳ ପଡିଗଲା ନାରାୟଣ ମାଷ୍ଟ୍ରେ ଚାଲିଗଲେ l କିଏ କହିଲା ଗାଆଁର ଦୀପଟିଏ ଲିଭିଗଲା, ଆଉ କିଏ କହିଲା ଗାଆଁଟା ମୁରବି ଶୂନ୍ୟ ହୋଇଗଲା l ଗାଆଁ ମଝିରେ ଯେଉଁଠି…

ଥିଲା ଜଣେ ଛୋଟ ପିଲା – ହରିଶ୍ଚନ୍ଦ୍ର ହୋତା

ଥିଲା ଜଣେ ଛୋଟ ପିଲା  ଗାଆଁ ଗାଆଁ ବୁଲି ଖବର କାଗଜ ନିତି ସିଏ ବିକୁଥିଲା lସେହି ଛୋଟ ପିଲା ବଡ଼ ହୋଇ ଦିନେ ବନିଗଲେ ରାଷ୍ଟ୍ରପତି, ଅଲିଭା ଦୀପ ସେ ଅବଦୁଲ କଲାମ…

ଶିଶୁ କବିତା – କଥାଠାରୁ କାମ ବଡ଼ – ହରିଶ୍ଚନ୍ଦ୍ର ହୋତା

କଥାଠାରୁ କାମ ବଡ଼  ଜାଣିଥାଅ ଜଗତେ, ନଭୁଲିବ ମନୁ ପିଲେ ଥିବାଯାଏ ମରତେ llଗାନ୍ଧୀ, ଜବାହର ନିଜ କାମ ପାଇଁ ଅମର, ଦେଶ ନୁହେଁ ବିଶ୍ୱକୁ ବି କରିଗଲେ ନିଜର llଦେଖ ମଧୁ, ଗୋପବନ୍ଧୁ…

ସାନ୍ତାଳ ଜାତି ଅଗ୍ରଦୂତ ପଣ୍ଡିତ ରଘୁନାଥ – ହରିଶ୍ଚନ୍ଦ୍ର ହୋତା

ଦୁର୍ଦ୍ଦିନର ତମସା ତୀରେ,ଜାତିର ବୁକେ ଆଲୋକଧାରେ, ଫୁଟାଇ ଯେହୁ ବିନାଶେ ତମ ଦେଖାଇ ତାରେ ପଥ, ସାନ୍ତାଳ ଜାତି ଅଗ୍ରଦୂତ ପଣ୍ଡିତ ରଘୁନାଥ ll ଘରେ ବାହାରେ, ସମାଜ ପରେ ସେବାୟତନ ଶିକ୍ଷାସଂସ୍ଥାରେ, ଛୁଆଁ…

ଚେଁ କି ଚକୁଳି ପିଠଉ ବରା – ହରିଶ୍ଚନ୍ଦ୍ର ହୋତା

ଚେଁ କି ଚକୁଳି ପିଠଉ ବରା ମହ ମହ ବାସେ ଖିରି କାକରାଅସଲ କଥାଟି ତେଣେ,କୁନା ଯାଉନାହିଁ ପାଠ ପଢିବାକୁମନ ତା ରହିଛି ଏଣେ | ଟକଟକ ପାଟି ଟାକର| ଖାଇଥର ଥର କରି…

କଥାଠାରୁ କାମ ବଡ଼ – ହରିଶ୍ଚନ୍ଦ୍ର ହୋତା

କଥାଠାରୁ କାମ ବଡ଼                        ଜାଣିଥାଅ ଜଗତେ, ନଭୁଲିବ ମନୁ ପିଲେ                         ଥିବାଯାଏ ମରତେ llଗାନ୍ଧୀ, ଜବାହର ନିଜ                         କାମ ପାଇଁ ଅମର, ଦେଶ ନୁହେଁ ବିଶ୍ୱକୁ ବି                          କରିଗଲେ ନିଜର…

ସେ ପରା ଅଟେ ଶିଶୁ – ହରିଶ୍ଚନ୍ଦ୍ର ହୋତା

କଅଁଳ ମନ କଅଁଳ ଭାଷାନିହିତ ତାର ଦରୋଟି ଭାଷା ନିହିତ ଯହିଁ ବିରାଟ ଆଶା ସେ ଅଟେ ପରା ଶିଶୁ ||ତାର କଲ୍ୟାଣେ ଜୀବନ ବରିକରୁଣା ଗଂଗା ନୟନୁଁ ଝରିମହତ ଆଶା ମରମେ ବରି…