ତୋ ଦୟା – ହୃଷିକେଶ ଜାଲି

ପ୍ରଭୋ!କେତେ କାହାକୁ କରିଦେଉଅଛଆମ ପାଇଁ କିଆଁମ ଉ ନ।ଏତେ ଅପାରଗଯେ,ପାଠ ପଢି ଓ ପଢେଇ ମଣିଷ କଲେ ବିରାଜରାସ୍ତାରେଡହଳ ,ବିକଳ ଆମେ।କିଏ ଶୁଣୁବା ନଶୁଣୁତୁମ ନାମ ନେଇଗୁରୁ ଆମେ ଟେ ଦୟାଖାଇବାକୁ ମିଳୁ ବା…

ଆଲୋଚନା : ଜୀବିକା – ହୃଷୀକେଶ ଜାଲି

ଜୀବନକୁ ବାଜି ଲଗାଇ ୧୫୦ ଗାଁର ପ୍ରାୟ ଦେଢ଼ ଲକ୍ଷ ମତ୍ସ୍ୟଜୀବୀ ଚିଲିକାରେ ଜୀବନ ଧାରଣ କରୁଛନ୍ତି । କାହିଁ ଖୋର୍ଦ୍ଧା ତଳମାଳ ଗାଁ ମଙ୍ଗଳାଯୋଡି, ଜରିପଡା, ସୋରଣ, ଜୟନ୍ତିପୁର, ବରଡି, ବଉଳାବନ୍ଧ, ନଈରୀ,…

ତୁମେ ଗଲାପରେ – ହୃଷୀକେଶ ଜାଲି

ଥରେ ଦେଖିିଛକିଆମେ କେମିତି ଅଛୁଜାଣିଛକି ଆମ ଅବସ୍ଥାପଚାରିନ, ଜାଣିବାକୁ ଚାହିଁନକେତେ ଡହଳ ବିକଳଗାଁ, ସାହି, ସହରର ଲୋକ । ଭଲ କଲପଳାଇଲାଲେଉଟାଣି ହୋଇ ।ଆମେ କୋଉଭଲ ଲୋକ ଯେତୁମେ ରହିଥାନ୍ତଆମ ଦୁଃଖ ସୁଖ ପାଇଁ…

ବାପା – ହୃଷିକେଶ ଜାଲି

ଅଚଳ ମହାମେରୁଅତଳ ସାଗରସ୍ରୋତସ୍ୱିନୀ ଧାରକରୁଣାର ମୂର୍ତ୍ତିମନ୍ତବିଶ୍ୱାସର ଅମୃତଧାରାମୋ ବାପାସ୍ୱର୍ଗ ଠାରୁ ଅତୀବ ମହାନଜନ୍ମ ଜନ୍ମ କଳ୍ପଜନ୍ମପରେ ବିସୁଝି ହୁଏ ନାହିଁପିତୃତ୍ୱ ଋଣ । ମୁନିଗୁଡା, ରାୟଗଡ, ଓଡ଼ିଶାଦୂରଭାଷ: ୯୪୩୭୭୪୮୪୫୬

ବଣମଲ୍ଲୀ – ହୃଷିକେଶ ଜାଲି

ମୁଁ ବଣ ମୂଲକର ରାଣୀ ଵଣମଲ୍ଲୀ,ଜାଣିଚି ମୁଁ ଖୋଜନ୍ତି,ଲୋଡନ୍ତିନି କେହି ବଣମଲ୍ଲୀମୁଁ ବଣ ମୂଲକର ରାଣୀ ।ସରାଗ ଥାଉ ବା ନ ଥାଉମହକୁ ଥାଏ ନିତି ଦିନେକାହା ପାଇଁ ନ ହେଲେ ବିମୋତେ ଯିଏ…