ଆସ ମୌସୁମୀ – ମିଶ୍ର ହୃଷିକେଶ

ହେ ଗଜଗାମିନୀ ଆଗୋ ମଉସୁମୀ କାହିଁ ଯେ ନ ଆସ ଧାଇଁ,ପ୍ରଚଣ୍ଡ ରୌଦ୍ର ର ଉତାପରେ ପରାଧରା ଏବେ ଧଇଁସଇଁ। ଚାତକ ପକ୍ଷୀ ଟା ବିକଳରେ କାନ୍ଦେନ ସହି ହୁଏ ତା ଦୁଃଖ,କେଉଁ ପ୍ରତିଶୋଧ…

ବଣମଲ୍ଲୀର ଘର – ମିଶ୍ର ହୃଷିକେଶ

ଆମ ପରିବାର ବଣମଲ୍ଲି ଘର  କବିଙ୍କ ମେଳଣ ହୁଏ,ସଭିଏଁ ବାଢ଼ନ୍ତି ଅମୃତ ପସରାପିଲାରୁ ଯେ ବୁଢା ଯାଏଁ। କେତେ ସରଂଚନା ପ୍ରକାଶିତ ହୁଏମନକୁ ଦିଅଇ ଛୁଇଁ,ଆଖି ବୁଲାଇଲେ ମନ ଭରିଯାଏନାହିଁ ତା ଉପମା ନାହିଁ।…

ହେ ଜଗନ୍ନାଥ – ମିଶ୍ର ହୃଷିକେଶ

ଆହେ ନୀଳଗିରି ନୀଳାଦ୍ରି ବିହାରୀ ନୀଳ କନ୍ଦରରେ ରହି,ଲୀଳା କରୁଅଛ ଆହେ ଲୀଳାମୟଛପନ ପଉଟି ଖାଇ। ଦୁଖୀରଙ୍କିଙ୍କର ଗଳାର ହାର ହେଅନ୍ଧ ଙ୍କ ଲଉଡି ପରି,କାହିଁ କେତେ ଦୁରୁ ଭକତ ଡାକଇତୁମରି ନାମ କୁ…

ଧନ ଆଉ ମନ – ମିଶ୍ର ହୃଷୀକେଶ

ଧନ ଆଉ ମନ  କଳହ  କରିଲେନିଜ ବଡ଼ପଣ ନେଇ,ତିରସ୍କାର କରି ଧନ କହେ ମନମୋ ବିନା ତୋ ଗତି ନାହିଁ। ଧନ କୁ ବୁଝାଇ ମନ କହେ ଭାଇକଳିର ବିହନ ତୁହି,ତୋତେ ଧରି ଯିଏ…

ମୋ ଗାଆଁ – ମିଶ୍ର ହୃଷିକେଶ

ସରଗକୁ ସିଡ଼ି ନାହିଁ ବୋଲି ଯିଏକହିଦେଇ ଗଲେ ଚାଲି,ଇଛା ହୁଏ ଥରେ ତାଙ୍କୁ କହିବାକୁଆସ ଆମ ଗାଁଆ ବୁଲି।।   ୧ ଇନ୍ଦିର ଦେବତା ସରଗେ ଯତନେଯାହା ସବୁ ଦେଲା ଖଞ୍ଜି,ସେସବୁ ଦରବ ମୋ ଗାଁଆ…

ତଥାପି ମୋ ଗାଁଆ ହସୁଛି – ମିଶ୍ର ହୃଷିକେଶ

କୁଆଁ  ତାରା  ହେଲା ଦିବସ ସପନସକାଳୁ କି ନିଦ ଭାଙ୍ଗୁଛି,ଗାଁଆ ର ଗୃହିଣୀ ହୋଇ ସାହେବାଣୀପୁରୁଣା କଥା କୁ ଭୁଲିଛି,ତଥାପି ମୋ ଗାଆଁ ହସୁଛି।ତଥାପି ମୋ ଗାଆଁ ହସୁଛି।।    //୧// ଆଧୁନିକତାର ଦୂର…

ଶୂନ୍ୟ – ହୃଷୀକେଶ ମିଶ୍ର

ମହାଶୂନ୍ୟ ପରି ଲାଗେ ଶ୍ରୀମନ୍ଦିରଶୂନ୍ୟ କରି ଗଲୁ ଛାଡିଶୂନ୍ୟ ହୋଇଗଲେ ଲକ୍ଷ୍ମୀ ସାଆନ୍ତାଣିଶୂନ୍ୟ ରୁ ଶୁଭୁଛି ରଡି । ଶୂନ୍ୟ ପଡିଗଲା ବାଇଶି ପାବଚ୍ଛଶୂନ୍ୟ ରତ୍ନ ସିଂହାସନ,ଶୂନ୍ୟ ଶୂନ୍ୟ ଲାଗେ ଆନନ୍ଦ ବଜାରଶୂନ୍ୟ ବଇକୁଣ୍ଠ…

ଅନୁସନ୍ଧାନ – ହୃଷୀକେଶ ମିଶ୍ର

ମୋର ଗୀତ ସୁରେ ରହିଥାଅ ତୁମେ ଛନ୍ଦ ଲୟ ତାଳ ହୋଇ, ଅବୁଝା ମୋ ମନ ତାଳ ଭୁଲେ କିଆଁ ତୁମକୁ ପାଇବା ପାଇଁ। ରଜନୀ ଗନ୍ଧାର ସୁଗନ୍ଧ ଯେ ତୁମେ ସୁଗନ୍ଧେ ଧରା…