କବିବର ରାଧାନାଥ ରାୟ – ଜୟଲକ୍ଷ୍ମୀ ସେଠୀ

ଜିଲ୍ଲା ବାଲେଶ୍ୱର ସୋର ନିକଟରେକେଦାର ପୁର ସେ ଗ୍ରାମ,ସୁନ୍ଦର, ତାରିଣୀ ଔରଷୁ ଜନମଓଡିଶାର ଜ୍ଞାନଦ୍ରୁମ ।।ଗାଁ ବିଦ୍ୟାଳୟ ମାଟ୍ରିକ ପରୀକ୍ଷାଉତ୍ତୀର୍ଣ୍ଣ ପ୍ରଥମ ସ୍ଥାନ,ସେହିବିଦ୍ୟାଳୟେ ଶିକ୍ଷକତା କରିସାହିତ୍ୟ ଜଗତେ ଜହ୍ନ ।।ପାଞ୍ଚ ବରଷରେ ମାତା ହାରିଥିଲେଜିତିଲେ…