କବିତା – ପ୍ରିୟତମା – ଜୟସେନ ପ୍ରଧାନ

ଜୀବନର ଏଇ ଚଲା ବାଟରେତୁମ କଥା ଭାବୁ ଭାବୁ ପ୍ରିୟ ସଖି ମୋର ପ୍ରିୟତମା ଗୋତୁମେ ମୋ ଜୀବନ ସାଥି।।ନୀଳ ଆକାଶର ନୀଳପରି ତୁମେ ଝରଣାର ଝରଝରିଓଠରେ ତୁମର ମିଠା ମିଠା କଥା ମନ…

ଭାବନା ରାଇଜ – ଜୟସେନ ପ୍ରଧାନ

ଭାବୁ ଭାବୁ ଭାବୁଥାଏମୁଁ କାହା କଥା ଭାବୁଛିକଣ ମୁଁ ଭାବୁଛିବରଷା ପାଇଁ ନା ଆକାଶ ପାଇଁଜାଣେନାହିଁ ମୁଁ କିଛିହେଲେ ମୁଁ ଭାବି ବସୁଛି। ।ଲେଖୁ ଲେଖୁ ଭାବୁଛି ମୁଁକାହାପାଇଁ ଲେଖୁଛିକଣ ମୁଁ ଲେଖୁଛିତରୁ ପାଇଁ…

କର୍ଣ୍ଣ – ଜୟସେନ ପ୍ରଧାନ

ଗମିନାହିଁ କେବେ      ରଣ କ୍ଷେତ୍ରେ ମୁହିଁ         ଗମିନାହିଁ କୁରୁକ୍ଷେତ୍ରେ।ଧରିନାହିଁ କେବେ       ତୀକ୍ଷ୍ନ ତରବାରୀ         ଧନୁ ମୁଁ ଧରିନି ହସ୍ତେ।।ନୁହେଁ ମୁଁ…

ମା – ଜୟସେନ ପ୍ରଧାନ

ମା ତୋ କୋଳେ ବଢିଛି ମୁହିଁତୋଠୁଁ ଜନମ ଲଭିଛି ମୁହିଁ ।।ତୁ ଜନ୍ମଦାତ୍ରୀ ଜୀବ ପ୍ରଦାୟିନିତୁ ଶିକ୍ଷାଦାତ୍ରୀ ଶକ୍ତି  ପ୍ରଦାୟିନୀ ।।ତୁହି ମା ସର୍ବସହାଁତୁହି ମା ସହନଶୀଳା ।।ଅଳି ଅଝଟ କରିଲେ ମୁହିଁଜହ୍ନ ମାମୁଁ…

ସଂସାର ସାଗର – ଜୟସେନ ପ୍ରଧାନ

ସୁନୀଳ ସାଗରେ ଯଥା ଖେଳୁଥାଏ ମୀନ। ନୀଳାକାଶେ ଖେଳୁଥାନ୍ତି କୋଟି ତାରାଗଣ।। ପରନ୍ତୁ ତାରକାଗଣ ନ ଦିଅନ୍ତ୍ୟାଲୋକ। ସୁଖାଲୋକ ବିଛୃରିତ ମାତ୍ର ଚନ୍ଦ୍ର ଏକ।। ରତ୍ନାକର ବକ୍ଷେ ଯଥା ଖେଳୁଥାଏ ମୀନ। ନୀଳାମ୍ବରେ ଚଳୁଥାନ୍ତି…

ସୁଖ ଦୁଃଖ – ଜୟସେନ ପ୍ରଧାନ

ମଣିଷ ଜୀବନ          ଏମିତିକା ପଥ।ସୁଖ ପଛେ ଥାଇ        ଦୁଃଖ ଆସେ ଆଗ।।ଆଜି ଯା ଜୀବନ        ଅତି ସୁଖମୟ।କାଲି ହୋଇଯାଏ   …

ମଣିଷ ଜୀବନ – ଜୟସେନ ପ୍ରାଧାନ

ମଣିଷ ଜୀବନ        ଏମିତିକା ପଥକେବେ ସୁଖ ପୁଣି    କେବେ ଆସେ ଦୁଃଖ।କେଜାଣି କାହାର     ଜୀବନରେ କେବେହସ ଆସେ ପୁଣି       ଦୁଃଖ ଆସେ କେବେ।କେବେ କେଉଁ…