କବିତା – ସତ୍ତା – ଜେନାମଣି ବିଜୟ କୁମାର ରାୟ

ଅବକାଶ ନେଇ ଯାଏ ଯେବେ ଚାଲି ଉତ୍ତୁଙ୍ଗ ଶୈଳ ଶିଖର,ଶତଧା ଖଣ୍ଡିତ ପଥ କଙ୍କରିତ ଶୋଭା ହୁଏ ମନୋହର, କିଛି ବି ଏମିତି ଦୃଶ୍ୟରାଜି ଦେଖି ଭୁଲେ ନାହିଁ ମନ ମୋର, ଖାଲି ଭାବିଚାଲେ…