ହେ ବାବା ସ୍ଵପ୍ନେଶ୍ଵର – ଜିତେନ୍ଦ୍ର ସାହୁ

ବାବା ଆଶୁତୋଷ ହୁଅ ପ୍ରଭୁ ତୋଷ   ଭକତର ଡାକ ଶୁଣି,ଭକତି ପୁଷ୍ପକୁ ଭକତ ବାଢିଛି   ମନକଥା ତୁମ ଜାଣି,,।।ବିରାଜିଛ ତୁମେ କ୍ଷେତ ମାଳ ମଧ୍ୟେ  ସ୍ଵପ୍ନେଶ୍ଵର ବାବା ହୋଇ,ତୁମରି କରୁଣା ଢାଳିଦିଅ ପ୍ରଭୁ  ଗାଆଁର…

ଭଙ୍ଗା ହୃଦୟ – ଜିତେନ୍ଦ୍ର ସାହୁ

ଭାଙ୍ଗିବାର ତମେ ଜାଣିଅଛ ବୋଲି    ଭାଙ୍ଗୁଛ ଥରକୁ ଥର,ଆଉ କେତେ ଥର ଭାଙ୍ଗିବ ଗୋ କୁହ    ଭଙ୍ଗା ହୃଦୟକୁ ମୋର,,।। ନିଇତି ମରୁଛି ନିଇତି ବଞ୍ଚୁଛି     ପିଇ ଛଳନା ଜହର,ମରିବାକୁ…

ନାରୀ ନିର୍ଯ୍ୟାତନା – ଜିତେନ୍ଦ୍ର ସାହୁ

ଅନେକ ରୂପରେ ଏ ଧରାପୃଷ୍ଠରେ    ନାରୀଙ୍କର ଅଵସ୍ଥାନ,ନାରୀ ଯେ ଜନନୀ ଅଟଇ ଭଗିନୀ     ଜାୟା ରୂପେ ପାଏ ସମ୍ମାନ,,।।ସ୍ନେହ ମମତାର ପ୍ରତୀକ ସ୍ଵରୂପ      ଵିଶାଳ ତାଙ୍କ ହୃଦୟ,ଅଧୁନା ଯୁଗରେ…

ପ୍ରତାରଣା – ଜିତେନ୍ଦ୍ର ସାହୁ

କଥାଦେଇଥିଲି ଭୁଲିବିନି ବୋଲି   ଚାଲୁଥିବା ଯାଏଁ ମୋ ନିଶ୍ବାସ,ମୁଁ ଯେ ମୋର କଥା କଲିନାହିଁ ମିଥ୍ୟା    ତୁ କିନ୍ତୁ ଭାଙ୍ଗିଦେଲୁ ବିଶ୍ବାସ,,।।ଛାଡି ଚାଲିଗଲୁ ଭଲ କି ଯେ କଲୁ    ମୋ ସାଥିରେ…

ହେ ସଖୀ – ଜିତେନ୍ଦ୍ର ସାହୁ

ହେ ସଖୀ,,,   ଫଗୁଣ ତୁମ ବୟସ ପାହାଚ ଅତିକ୍ରମ କରି ଡାକଦେଲାଣି ।ଶ୍ରାବଣ ତାର ବର୍ଷା ଛିଟା ଛାଡି ପ୍ରୀତି ବର୍ଷାରେ ଭିଜିବାକୁ ବାଧ୍ୟ କଲାଣି।କେମିତି? ତୁମେ କେମିତି ଏକଥା ବୁଝିପାରୁନ?     …

ଦେଲ ତମେ ଏ’କି ପ୍ରୀତି – ଜିତେନ୍ଦ୍ର ସାହୁ

ସାରା ସାରା ରାତି ନିଦ ମୋର ଲୁଟି            ଦେଲ ତମେ ଏ କି ପ୍ରୀତି?      ତମରି ସ୍ପର୍ଶରେ ମୋ ସାରା ଅଙ୍ଗରେ     …

କଲମ – ଜିତେନ୍ଦ୍ର ସାହୁ

କାଗଜର ସାଥି କବିର ସମ୍ପତି   ପ୍ରେମୀର ପ୍ରୀତି ମଲମ,କେବେ ଭରେ କ୍ଷୁଧା କେବେ ଢାଳେ ସୁଧା   ନାଆଁଟି ତାର କଲମ,,।।ନୁହଁ ସିଏ ଅସ୍ତ୍ର କଲମଟେ ମାତ୍ର   ଡରେ କିନ୍ତୁ ସଦା ଶତ୍ରୁ,କଲମ ମୂନର ବିପ୍ଳବର…

ତମର ଓ ମୋର – ଜିତେନ୍ଦ୍ର ସାହୁ

ତମରି ମଥାରେ ସିନ୍ଦୂରର ଗାରମୋଅର କପାଳ ଫଟା,ଚିହ୍ନା ହୋଇ ବି ଅଚିହ୍ନା ରହିଲିସହି ଅପବାଦ ଥଟ୍ଟା, ତମରି ଆଖିରେ ରଙ୍ଗଭରା ସ୍ବପ୍ନମୋ ଆଖିରେ ଖାଲି ପାଣି,ଦରଜଳା ମନ ଲିଭେଇବା ପାଇଁଲୁହ ଢାଳେ ଜାଣି ଜାଣି,…