ଢାଳନାହିଁ ଆଉ ନିଆଁରେ ଯେ ଘିଅଜଳିଲାଣି ହୁତୁହୁତୁ,ରଜନୀ ଅନ୍ଧାରେ ରଜନୀଗନ୍ଧାରେରଖନାହିଁ ମନେ କିନ୍ତୁ,,।।ମହକି ବାସୁଛି ମହୁବି ଝରୁଛିସାଇତା ଯଉବନରୁ,ପାଗଳ ପରାୟ ମହୁମାଛିଟେ ମୁଁକାଢନି ତମ ତନରୁ,,।।ପଡୁନି ପଲକ …

ରଖନାହିଁ ମନେ କିନ୍ତୁ – ଜିତେନ୍ଦ୍ର ସାହୁ ବିଷୟଟି ଆଗକୁ ପଢନ୍ତୁ »

ଗୋଟିଏ ଲୋକର ବିବାହର ୪ ବର୍ଷ ହେଇ ଯାଇଥିଲା । ସେ କିନ୍ତୁ କେବେ ମଧ୍ୟ ତାର ପତ୍ନୀର ହାତ ରନ୍ଧା ଖାଦ୍ୟକୁ ପ୍ରଶଂସା କରୁନଥିଲେ । …

ଅନୁଭୂତି କାହାଣୀ – ଵାଵା ଵାଣୀ ଶୁଣି ନାମ ନେଲି ଜାଣିଜାଣି – ଜିତେନ୍ଦ୍ର ସାହୁ ବିଷୟଟି ଆଗକୁ ପଢନ୍ତୁ »

ସେଇ ଦିନର କଥା, ସେ ଏତେ କାନ୍ଦିଥିଲା ମୋ ଛାତି ଉପରେ ମଥା ରଖି ଯେ ତାର ଲୁହରେ ମୋ ହୃଦୟ ମଧ୍ୟ ଭିଜି ଯାଇଥିଲା । …

ଅନୁଭୂତି କଥା – ଲୁହ ଭିଜା ଆଖି – ଜିତେନ୍ଦ୍ର ସାହୁ ବିଷୟଟି ଆଗକୁ ପଢନ୍ତୁ »

ସକାଳ ଗାଧୁଆ ସାରି ନଈ ତୁଠରୁ ଫେରି ଆସିଥୁଲା ପ୍ରେମିକା ମୋର । ହଳଦୀ ମାଖି ସେ ହଳଦୀ ମୁଖୀ ସତରେ ଭାରି ସୁନ୍ଦର ଦିଶୁଥିଲା । …

ଅନୁଭୂତି କଥା – ନିରିମାଖି ପ୍ରେମିକା – ଜିତେନ୍ଦ୍ର ସାହୁ ବିଷୟଟି ଆଗକୁ ପଢନ୍ତୁ »

ମନ୍ଦ ମନ୍ଦ ହସି ମଧୂ ମନ୍ଦାକିନୀମନ୍ଥର ଗତିରେ ଭାସି,ମନ ମୋର ମୋହି ମଧୁର କଥାରେମତୁଆଲା କଲ ବେଶୀ,,।। ମନଲୋଭା ବେଶେ ମନୋଇ ସରସୀମତାଇଲ ତୁମେ ଯେତେ,ମହୁଲି ନିଶାଟା …

ମଧୂ ମନ୍ଦାକିନୀ – ଜିତେନ୍ଦ୍ର ସାହୁ ବିଷୟଟି ଆଗକୁ ପଢନ୍ତୁ »

ସଜେଇ ଦେଲେ ଗୋ ସଜନୀ ତମକୁଫୁଲ ପରି ଲାଗ ତାଜା,ଛୁଇଁଲେ ଥରେ ଗୋ ଚାନ୍ଦିନୀ ତମକୁଚାନ୍ଦକୁ ପଡେନା ଖୋଜା,,।।ଫୁଲପରି ତମେ ଭାରି ସୁକୁମାରୀଭରିଛି ଯୌବନ ବାସ୍ନା,ଅଧର ପାଖୁଡା …

ଫୁଲପରି ଲାଗ ତାଜା – ଜିତେନ୍ଦ୍ର ସାହୁ ବିଷୟଟି ଆଗକୁ ପଢନ୍ତୁ »