କାଗଜର ସାଥି କବିର ସମ୍ପତି   ପ୍ରେମୀର ପ୍ରୀତି ମଲମ,କେବେ ଭରେ କ୍ଷୁଧା କେବେ ଢାଳେ ସୁଧା   ନାଆଁଟି ତାର କଲମ,,।।ନୁହଁ ସିଏ ଅସ୍ତ୍ର କଲମଟେ ମାତ୍ର   ଡରେ …

କଲମ – ଜିତେନ୍ଦ୍ର ସାହୁ ବିଷୟଟି ଆଗକୁ ପଢନ୍ତୁ »

ତମରି ମଥାରେ ସିନ୍ଦୂରର ଗାରମୋଅର କପାଳ ଫଟା,ଚିହ୍ନା ହୋଇ ବି ଅଚିହ୍ନା ରହିଲିସହି ଅପବାଦ ଥଟ୍ଟା, ତମରି ଆଖିରେ ରଙ୍ଗଭରା ସ୍ବପ୍ନମୋ ଆଖିରେ ଖାଲି ପାଣି,ଦରଜଳା ମନ …

ତମର ଓ ମୋର – ଜିତେନ୍ଦ୍ର ସାହୁ ବିଷୟଟି ଆଗକୁ ପଢନ୍ତୁ »

ଆକାଶର ଜହ୍ନ ସାରା କୁଞ୍ଜବନରହିଯିବେ ସବୁ ଦେଖି,ଦେବି ମୁଁ ସଜେଇ ଏମିତି ଗୋ ରାଇଫେରିବନି କାହା ଆଖି,,।।ତୁମକୁ ସତରେ ମୋ ନିଜ ହାତରେଆଭୁଷଣେ ଦେବି ଭରି,ତା’ପରେ ଦେଖିବ …

ଦେବି ମୁଁ ସଜେଇ ତୁମକୁ ରାଇ – ଜିତେନ୍ଦ୍ର ସାହୁ ବିଷୟଟି ଆଗକୁ ପଢନ୍ତୁ »

ଫୁଉଲୁ ଅଳିଆ ରୋମିଓ ବାଳିଆମୁଁଉ ବେଙ୍ଗ ମହାରାଜ,ଆଣ୍ଠେଇ ପେଟେଇ ପ୍ରପୋଜ ମାରୁଛିପେରେମକୁ ଟିକେ ବୁଝ,,।।ତେମେ ଭୁଆସୁଣୀ ଭାରି ତ ସିଆଣିଫୁଲେଇ ବେଙ୍ଗୁଲୀ ରାଣୀ,ପେରମର ଋତୁ କରେ କୁତୁକୁତୁକିଅଁ …

ବ୍ୟଙ୍ଗ କବିତା – କିନ୍ଦି ନାଗିଅ ଯେ – ଜିତେନ୍ଦ୍ର ସାହୁ ବିଷୟଟି ଆଗକୁ ପଢନ୍ତୁ »

ଶୁଭ ପ୍ରଦାୟକ ସିଦ୍ଧି ବିନାୟକ ଆଦିଦେବ ଗଣପତି,ଗିରିଜା ନନ୍ଦନ ପ୍ରଭୁ ଗଜାନନ ଘେନ ହେ ମୋର ପ୍ରଣତି,,।।ମାତା ପାର୍ବତୀଙ୍କ ଦେହରୁ ନିର୍ଗତ ମଳୁଖରୁ ହେଲ ଜାତ,ଦ୍ବାରପାଳ ହେଇ …

ଆଦିଦେବ ଗଣପତି – ଜିତେନ୍ଦ୍ର ସାହୁ ବିଷୟଟି ଆଗକୁ ପଢନ୍ତୁ »

ଗଣପତି ବାବା ହେ ଗଣପତି ଦିଅ ମତେ ବିଦ୍ୟା,ବୁଦ୍ଧି,ଶକତି,ଲୋଡାନାହିଁ ଆଉ କିଛିତ ମତେ ମାଗୁଛି ଏତିକି କରି ମିନତୀ,, ତୁମେ ଗଜାନନ ବିଦ୍ବାନ ବୋଲି ମାଗିଲି ପ୍ରଭୁ …

ବାବା ଗଣପତି ଘେନ ପ୍ରଣତି – ଜିତେନ୍ଦ୍ର ସାହୁ ବିଷୟଟି ଆଗକୁ ପଢନ୍ତୁ »