କବିତା କଲ୍ଲୋଳିନୀ – ଜଗତେ କେବଳ – କବିସୂର୍ଯ୍ୟ ବଳଦେବ ରଥ

(ରାଗ – ଆଷାଢ଼ଶୁକ୍ଳ) ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ । ଘୋଷା ।ଜଟିଳ କରି ସ୍କନ୍ଧ ରୋମରାଜିଶିଖରୀ ଦରୀରେ ମରୁଁ ଗରଜି,କୁଟିଳ କରି ଭ୍ରୂକୁଟିକୁ ଚାହୁଁସରମା କଣ୍ଠୀରବ ହେବ କାହୁଁ…

କିଶୋର ଚନ୍ଦ୍ରାନନ ଚମ୍ପୁ – କ’ ଚମ୍ପୁ – କବିସୂର୍ଯ୍ୟ ବଳଦେବ ରଥ

(କ ଚମ୍ପୂ – ରାଗ: ସାବେରୀ) କି ହେଲା ରେ, କହିତ ନୁହଇ ଭାରତୀରେ କାଲି ଯା ଦୂରରୁ ଦେଖି/ସଖୀ, କଳନା କଲା ମୋ ଆଖି କଳା ଇନ୍ଦୀବର ଆରତିରେ ॥ ପଦ ॥…