କବିତା କଲ୍ଲୋଳିନୀ – ଜଗତେ କେବଳ – କବିସୂର୍ଯ୍ୟ ବଳଦେବ ରଥ

(ରାଗ – ଆଷାଢ଼ଶୁକ୍ଳ) ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ । ଘୋଷା ।ଜଟିଳ କରି ସ୍କନ୍ଧ ରୋମରାଜିଶିଖରୀ ଦରୀରେ ମରୁଁ ଗରଜି,କୁଟିଳ କରି ଭ୍ରୂକୁଟିକୁ ଚାହୁଁସରମା କଣ୍ଠୀରବ ହେବ କାହୁଁ…