ଏହି କିରେ ସେହି ଜାତି – କବିତା ପଟ୍ଟନାୟକ

  ଏହି କିରେ ସେହି ଜାତିଯାର ନାମ ଶୁଣି ଅରାତି ଅନ୍ତରଭୟେ ଥରି ଉଠୁ ଥିଲା ଛାତିଏହି କିରେ ସେହି ଜାତିବାର ବରଷର ବାଜି ରାଉତଖାତିର କଲାନି ଗୋଳା ବାରୁଦଜନ୍ମ ମଭୁମି ପାଇଁ ମରଣକୁ…

କ୍ଷୁଦ୍ରଗଳ୍ପ – ଝଡ ପରର ଜୀବନ – କବିତା ପଟ୍ଟନାୟକ

କାନ୍ଦୁ ଥିଲା ତୁହାକୁ ତୁହା.. ଛାତି ବିଦାରି ଝରୁଥିଲା ଲୁହ । ତା’ଯନ୍ତ୍ରଣାର ଲୁହରେ ଭିଜୁଥିଲା ମାଟି, ପବନ, ଆକାଶ ଆଉ ଭିଜୁଥିଲେ ନିରଞ୍ଜନା । ଓଃ ଛାତିର କୋହ କୁ ସମ୍ଭାଳି ପାରୁ…

ନାରୀ ସିଏ – କବିତା ପଟ୍ଟନାୟକ

ନାରୀ ସିଏ ! ନିରୁକ୍ତ ଅବସାଦ ଘେରା କୁଢ କୁଢ ଭଗ୍ନାଂଶ ର ଶିଢି ଚଢିଅଲୋଡା ଦୀର୍ଘଶ୍ୱାସ ସବୁକୁ ଗୋଟାଉ ଗୋଟାଉକ୍ଲାନ୍ତ ଶିରାଳ ହାତକୁ ଆପଣେଇ ନିଏ ନାରୀ ସିଏ ,ଯା’ର ସଂବେଦନାର ଆବେଗ…

ଝଡର ଇଗଲ୍ – କବିତା ପଟ୍ଟନାୟକ

ଏଠି ଏବେ ସୂର୍ଯର ଆଲୋକ ମ୍ଳାନମହଳଣ ସ୍ୱପ୍ନ ର ରୋମାଞ୍ଚ ଅନ୍ଧାର ପିଠିରେ ବନ୍ଧା ପାପ ଯେତେ ଗ୍ରାସିଯାଏ ମାଟିରୁ ମାଳଞ୍ଚ ସମୟର ନିଦାଘଏ ନିଷ୍ଠୁର ନିଥର ଏ କର୍କଶ ହାତ କାଟିନିଏ ତାଳପତ୍ର…

ମୁକ୍ତି ଏ କେଉଁ ଭଳି – କବିତା ପଟ୍ଟନାୟକ

ନାରୀ ମୁକ୍ତିର ଡିଣ୍ଡିମ ବାଜୁଛିମୁକ୍ତି କାଳିମା ବୋଳିତିକ୍ତ ସ୍ୱଦର ଲାଞ୍ଛନା ଭାଳିଜିହ୍ୱା ତା ଯାଇଛି ଜଳିକହ ମୁକ୍ତି ଏ କେଉଁ ଭଳିଏବେବି ଝରୁଛି ତା ଆଖିରୁ ଲୁହଛାତିରେ ଭରିଛି କୋହସମାଜ ଯଜ୍ଞେ ନିଜକୁ ନିଜେହିଁଇନ୍ଧନ…

ପ୍ରଣମେ ସାଦର – କବିତା ପଟ୍ଟନାୟକ

ବ୍ରହ୍ମ ରୂପି ଗୁରୁ ତୁମେ ବିଷ୍ଣୁମହେଶ୍ୱରଜ୍ଞାନଲୋକେ ନିର୍ବାପିତ କଲ ଅନ୍ଧକାରସେହି ଗୁରୁ ପୟରେ ମୁଁ ପ୍ରଣମେ ସାଦର ।ପିତାରୂପେ ମାତା ରୂପେ ଗୁରୁ ଗାରିମାରବନ୍ଧୁରୂପେ ଗୁରୁ ତୁମେ ସିନ୍ଧୁ-ପ୍ରେମ-ଝରସେହି ଗୁରୁ ପୟରେ ମୁଁ ପ୍ରଣମେ…

ତୁମେ – କବିତା ପଟ୍ଟନାୟକ

ତୁମ ସହ ଦେଖା ହେଲାବେଳେମାତ୍ର କେଇ ପାହୁଣ୍ଡ ବାକି ଥିଲାଜୀବନର ଅପରାହ୍ନ ହେବାକୁ ତୁମ ସହ ଦେଖା ହେଲା ବେଳେ ପ୍ରତାରକ ସମୟର ଓଠ, ଚୁମି ନେଇଥିଲା କୃଷ୍ଣଚୂଡା ର ଲାଲିମାକୁ ଇନ୍ଦ୍ରଧନୁର ରଙ୍ଗକୁ…

ତୁମେ ଠିକ୍ କହିଛ ହେ ମହାପାତ୍ରେ – କବିତା ପଟ୍ଟନାୟକ

ତୁମେ ଠିକ୍ କହୁଛ ହେ ମହାପାତ୍ରେବାସ୍ ଗୋଟିଏ ସ୍ୱପ୍ନ ପାଇଁଅନେକ ରାତିର ନିଦ ମାନଙ୍କୁଖର୍ଚ୍ଚ କରିବାକୁ ହୁଏମାତ୍ର ଗୋଟେ ମୂହୁର୍ତ୍ତ ପାଇଁଚିହ୍ନା ଚିହ୍ନା ମୁହଁ ମାନଙ୍କୁପଛ କରିବାକୁ ହୁଏବେରଙ୍ଗୀ ଦୁୁଃଖ ମାନଙ୍କୁଶାଗୁଆ କରିବାକୁ ନକଲିହସଟିଏ…