ତୁମେ ଠିକ୍ କହୁଛ ହେ ମହାପାତ୍ରେବାସ୍ ଗୋଟିଏ ସ୍ୱପ୍ନ ପାଇଁଅନେକ ରାତିର ନିଦ ମାନଙ୍କୁଖର୍ଚ୍ଚ କରିବାକୁ ହୁଏମାତ୍ର ଗୋଟେ ମୂହୁର୍ତ୍ତ ପାଇଁଚିହ୍ନା ଚିହ୍ନା ମୁହଁ ମାନଙ୍କୁପଛ କରିବାକୁ …

ତୁମେ ଠିକ୍ କହିଛ ହେ ମହାପାତ୍ରେ – କବିତା ପଟ୍ଟନାୟକ ବିଷୟଟି ଆଗକୁ ପଢନ୍ତୁ »

ଉତ୍ତୁଙ୍ଗ ପତାକା ତଳେନିଜକୁ ବିଛାଇମୃତ୍ୟୁ ର ନିଷ୍ଠୁର କୋଳେଯାଇଅଛ ଶୋଇତୁମେ ଅମର ଅଟଳଅମ୍ଳାନ ଅଟେ ତବସ୍ୱଣ୍ଣିମା ନିକ୍ଷରମୃତ୍ୟୁ ଯାକୁ ଶେଷ ରାସ୍ତାପାରେ ନାହିଁ ଦେଇଯୁଇ ଯା’କୁ ପାରେ …

ଶ୍ରଦ୍ଧାଞ୍ଜଳୀ – କବିତା ପଟ୍ଟନାୟକ ବିଷୟଟି ଆଗକୁ ପଢନ୍ତୁ »

କୋଟି ଐଶ୍ୱଯ୍ୟ ର ଶୁଭ୍ରକାନ୍ତି ଶୋଭାନୀଳ କନ୍ଦରରେ ସୃଜିଲକୁହ ଦାରୁ ବ୍ରହ୍ମ କାହା ଆକର୍ଷଣେଲୀଲା କ୍ଷେତ୍ରେ ଲୀଲା ରଚିଲମହା ବାହୁ ଆହେ ଅନନ୍ତ କିରଟୀମୋହନ ସୁଗନ୍ଧେ ଭରିଲକୁହ …

ଲୀଲା କ୍ଷେତ୍ର – କବିତା ପଟ୍ଟନାୟକ ବିଷୟଟି ଆଗକୁ ପଢନ୍ତୁ »

ରଥ ଗଡି ଚାଲେଚକ ଗଡି ଚାଲେଗଡି ଚାଲୁ ଥାଇ ଧନବଡ ଦାଣ୍ଡ ଶୋଭାକେଡେ ମନ ଲୋଭାଯେବେ ରଥେ ବିରାଜଇ ଶ୍ୟାମଭାବର ନିକଟଅଭାବରେ ଦୂରନେତ୍ର ତ ହୁଅଇ ଧନ୍ୟପାପି …

ରଥଯାତ୍ରା – କବିତା ପଟ୍ଟନାୟକ ବିଷୟଟି ଆଗକୁ ପଢନ୍ତୁ »

ମହୁ ଜଡିତ ସବୁ ସକାଳଲୁହର କାକର ଟୋପା ହୋଇଯେତେବେଳେ ଲଟକି ରହନ୍ତିଘାସଉପରେ ମୋ କବିତା କୁମିଳେ ଭାଷା ମୋ ଚେତନା କୁ ଚିତ୍ରମୋ ଛାତିର ଝରକାରେ ଝାଙ୍କିମାରେ …

ମାଟି – କବିତା ପଟ୍ଟନାୟକ ବିଷୟଟି ଆଗକୁ ପଢନ୍ତୁ »