କୃଷକ – କାହ୍ନୁ ଚରଣ ସାହୁ

ମାଟିରେ ମାଟିରେ ଗଢେ ଅନେକ ସ୍ବପ୍ନ ନା ମାନେ ଶୀତ କାକର ଅସହ୍ୟ ଯନ୍ତ୍ରଣା ଗ୍ରୀଷ୍ମର ବର୍ଷାରେ ଭିଜି କାଦୁଅ ଦେହରେ ବୋଳି କରିଚାଲେ ବୀର ଟିଏ ପରି ଦୁନିଆକୁ ମୁଠାଏ ଅର୍ଣ୍ଣ ଦେବ…

ଦିନେ ତୁମେ ଫେରିବ – କାହ୍ନୁ ଚରଣ ସାହୁ

ଶାଶ୍ୱତ ପ୍ରେମର ପରିଚୟ ଦେଇ ଆପଣାର କରି ନେଲ ସିଂଥିରେ ସିନ୍ଦୂର ହାତରେ କଙ୍କଣ ଦେବାକୁ ଭରଷା ଦେଲ । ମୁକ୍ତ ଆକାଶର ବିହଙ୍ଗଟେ ଥିଲି ବନ୍ଦୀ ତୁମେ କରିଦେଲ ଶାଶ୍ୱତ ପ୍ରେମକୁ ସମ୍ମାନ…

ନିଷ୍ଠୁର ସମୟ – କାହ୍ନୁ ଚରଣ ସାହୁ

ସମୟ ବୁଝେନି ଯନ୍ତ୍ରଣା, ନିରୀହ ହୃଦୟରେ ଜାତ ଅଗଣିତ କୋହ । ନିଜକୁ ମହାନ ବୋଲେଇବାର ନିଶାରେ ହଜେଇ ଦିଏ କେବେ କାହା ଠାରୁ ମଧୁର ସମ୍ପର୍କ । କୈଶୋରର ଶେଷସୀମା ଛୁଇଁବା ପରେ…