ବିଶ୍ବାସ – କୈଳାଶ ଚନ୍ଦ୍ର ପାଢ଼ୀ

।।   ବିଶ୍ବାସ   ।।          *********** ବିଶ୍ବାସର-ବଳୟରେ ଛାଇଯାଏ ଘନ-କୁଜ୍ଝଟିକା ଆଶାର-ପଦ୍ମିନୀ ମରେ ହଜିଯାଏ ସ୍ବପ୍ନର-ସୁରଭି ।           ପରିବେଶ-କଦାକାର      …

ହାଟ – କୈଳାଶ ଚନ୍ଦ୍ର ପାଢ଼ୀ

       ହାଟ ନୂଆ ହାଟୁଆ ମୁଁ ହାଟକରି ଆସି         ହେଲି ଯେତେ ହଟହଟା, ହାଟ କରିବାଟା  ସହଜ ନୁହେଁରେ          ମନେ…

ବଡ଼ଦାଣ୍ଡ ଆଜି ଉଛୁଳେ – କୈଳାସ ଚନ୍ଦ୍ର ପାଢୀ

ବଡ଼ଦାଣ୍ଡ ଆଜି ଉଛୁଳେସ୍ବଜାତି ଅଜାତି ବିଜାତି ମେଳେବଡ଼ ଦାଣ୍ଡ ……….।।ବେଳକୁବେଳ ମାଡି ଆସନ୍ତିଲୋକଦରଶନ କରିବାକୁ କଳା ଶ୍ରୀମୁଖସୋରିଷଫିଗିଂଲେଆଉନପଡେତଳେବଡ଼ ଦାଣ୍ଡ……….।।ନାହିଁ ଜାତି ଭେଦ ଭାବନାହିଁ ଉଚ୍ଚ ନୀଚବଡ଼ ଦାଣ୍ଡ ରେଣୁ ସ୍ପର୍ଶେସରବେ ଶଉଚଚଣ୍ଡାଳ ହସ୍ତୁ ବ୍ରାହ୍ମଣଖାଉଚି…