କବିତା – କବିର ବ୍ୟଥା – କାଳନ୍ଦୀ ଚରଣ ପାଣିଗ୍ରାହୀ

ଦେଖରେ ତାରା ଦେଖ ଆକାଶେତୁମରି କବି ଲୋତକେ ଭାସେଏ ଧୂଳି ତଳେ କାଙ୍ଗାଳ ବେଶେ ଭ୍ରମର କିବା ଭିକ୍ଷାର ଆଶେ୤ ମଳିନ କ୍ଷୀଣ ଧୂସର ଦେହଭାଙ୍ଗିଛି ତା’ର ଆକାଶ-ଗେହଭୂତଳେ ପଡ଼ି ପରାଣ ତା’ର ମାଗଇ…