ନୂଆଖାଇ – କାର୍ତ୍ତିକେଶ୍ଵର ସାହୁ

ଓଡ଼ିଆ ସଂସ୍କୃତି ମାଟି ମହକରଆଉ ଏକ ପରମ୍ପରାନୂତନ ଆଗ୍ରହ ନୂତନ ଉତ୍ସାହମନ କିଣା ଭାବଧାରାପାର୍ବଣର ଏହି ପବିତ୍ର ମୂହୁର୍ତ୍ତେସଂସ୍କୃତିର ବାର୍ତ୍ତା ନେଇକେତେ ଆଶା କେତେ ଖୁସି ଆଣି ଆଜିଆସି ଅଛି ନୂଆଖାଇସାରା ବରଷର ହାଡ଼ଭଙ୍ଗା…

ଓଁ ଶ୍ରୀ ଗଣେଶାୟ ନମଃ – କାର୍ତ୍ତିକେଶ୍ଵର ସାହୁ

ଆହେ ଅଗ୍ରପୂଜ୍ୟ ଗଉରୀ ନନ୍ଦନବକ୍ରତୁଣ୍ଡ ଗଜାନନ,ବିଘ୍ନ ବିନାଶକ ସିଦ୍ଧି ପ୍ରଦାୟକତୁମ ପଦେ ନମ ନମ।ବିଦ୍ୟାର ଭଣ୍ଡାର ପ୍ରଭୁ ଲମ୍ବୋଦରଲଡୁ ପ୍ରିୟ ଭାବଗ୍ରାହୀ,ବିଶ୍ୱ ବ୍ରହ୍ମାଣ୍ଡକୁ କ୍ଷଣିକେ ଘୁରିଲମୂଷିକ ବାହାନ ନେଇ।ଗଣନାଥ ତୁମେ ମହା ବିନାୟକଏକଦନ୍ତ ତୁମେ…

ରୂପସୀ – କାର୍ତ୍ତିକେଶ୍ୱର ସାହୁ

କାର୍ତ୍ତିକେଶ୍ୱର ସାହୁଚଣ୍ଡିଆପଲା, ଖୋରଧାଦୂରଭାଷ : ୯୯୩୮୮୩୪୨୪୦ ଆଲୋ ସୁକୁମାରୀ ସପନ ସୁନ୍ଦରୀସରଗ ରାଇଜ ପରୀଗୋରା ଦେହେ ପିନ୍ଧି ନାଲି ପାଟ ଶାଢୀଚମକୁ ଅଛୁ ଲୋ ଗୋରୀ ॥ ପାଦରେ ପାଉଁଜି ଅଳତାର ଗାରମଥାରେ ନାଲି…