ମାତୃଭୂମି ପ୍ରତି କଲେ ଅବିଚାର – କୌଶିକ କୁମାର ହୋତା

କଂସ ରାଜା ଥିଲେ ମଥୁରା ନଗରେ  ଥିଲେ ଭାରି ପରାକ୍ରମୀ, ମନେ-ମନେ କିନ୍ତୁ ଭୟ କରୁଥିଲେ ଶୁଣି ଆକାଶର ବାଣୀ lପଠାଇଲେ ଦିନେ ଅକ୍ରୁର ହାତରେ ଏକ ନିମନ୍ତ୍ରଣ ବାର୍ତ୍ତା, ଅକ୍ରୁର କୃଷ୍ଣଙ୍କୁ କହିଲେ…

ଶିଶୁଗଳ୍ପ – ମାନବ ସେବା ହିଁ ମାଧବ ସେବା – କୌଶିକ କୁମାର ହୋତା

ଖେଳଛୁଟି ଘଣ୍ଟା ବାଜିଲା l ପିଲାମାନେ ମନ ଖୁସିରେ ଧାଡି ବାନ୍ଧି ରୋଷେଇ ଘର ଆଡକୁ ଦୌଡିଲେ l ଯେ ଯାହାର ଥାଳି, ମୁହଁ, ହାତ ଧୋଇ ଧାଡି ବାନ୍ଧି ଛିଡା ହେଲେ l…

ବାମନଘାଟୀର ପର୍ବପର୍ବାଣୀ : ଏକ ଦୃଷ୍ଟିପାତ – କୌଶିକ କୁମାର ହୋତା

ମୋ ବାମନଘାଟୀ ଏକ ପୁଣ୍ୟଭୂମି l ଏହାର ଜଳ, ବାୟୁ, ପାହାଡ଼, ପର୍ବତ, ନଦୀ ସବୁ ପୁଣ୍ୟମୟ l ଏହାର ପ୍ରତିଟି ଧୂଳି କଣାରେ ଭରିରହିଛି ମହାନତା ଓ ପବିତ୍ରତା l ଏହାର ପ୍ରତିଟି…

କିଏ କଣ କହେ‌ – କୌଶିକ କୁମାର ହୋତା

ଘଡି କହେ ସଦା ସମୟକୁ କେବେ                     କରନାହିଁ ଅପଚୟ,ସମୁଦ୍ର କହଇ ସୁବିଶାଳ କର                      ସଦା ନିଜର ହୃଦୟ llପିମ୍ପୁଡି କହଇ କାମ କରିଚାଲ                           କାଳେ କାଳେ ନିରନ୍ତର, ପୃଥିବୀ କହଇ ସଦାବେଳେ ହୁଅ…

ବାମନ ହୋଇ ମୁଁ ଚନ୍ଦ୍ରମା ତୁମକୁ – କୌଶିକ କୁମାର ହୋତା

ଟାହିଆ ହଲାଇ ଝୁଲି-ଝୁଲି ପ୍ରଭୁ କି ସୁନ୍ଦର ତୁମେ ଦିଶ,  ଜବା ଅଧରରେ ଫୁଟି ଉଠୁଥାଏ ମଣି ମୁକୁତାର ହସ lଭାଇ ଭଉଣୀଙ୍କୁ ସଙ୍ଗତରେ ନେଇ ଶ୍ରୀମନ୍ଦିରୁ ଯେବେ ଆସ, ଭକତ ସମୁଦ୍ର ଭକତିରେ…

ଭ୍ରମଣ କାହାଣୀ – ମୋ ସହର କେଡେ ସୁନ୍ଦର – କୌଶିକ କୁମାର ହୋତା

“ମାଟି ନୁହେଁ ଏ ମୋ ଚନ୍ଦନର ଟୋପା         ମଥାରେ ଦେବି ମୁଁ ବୋଳି,  ରାଇରଙ୍ଗପୁର         ସହରର  ଶିରୀ          ମାନସେ ଉଠିବ…

ସନ୍ୟାସୀ ରୂପରେ ପାଉଛ ପୂଜା – କୌଶିକ କୁମାର ହୋତା

ସତ୍ୟର ପୂଜାରୀ ଆଚାର୍ଯ୍ୟ ହେ ତୁମେ  ହରିହର ନାମେ ବାଜୁଛି ବାଜା, ସଂସାରର ମାୟା ମୋହକୁ ତୁଟାଇ ସନ୍ୟାସୀ ରୂପରେ ପାଉଛ ପୂଜା lଦୁସ୍ଥ, ନିପୀଡ଼ିତ, ଆର୍ତ୍ତିଜନର ସେବାରେ ନିଜକୁ ସମର୍ପି ଦେଇ, ସତ୍ୟହିଁ…

ଉଇଁବ ଆକାଶେ ନବ ରବି – କୌଶିକ କୁମାର ହୋତା

ଟିକି ଫୁଲଟିଏ କର ମୋତେ  ବିତରିବି ମୋର ସଉରଭ, ଟିକି ମନଟିଏ ଦିଅ ମୋତେ ବଢ଼ାଇବି ଦେଶ ଗୌରବ lଟିକି ମହୁମାଛି କର ମୋତେ ଗୁଣୁ-ଗୁଣୁ ଗୀତ ଗାଇ ଗାଇ, ଫୁଲରୁ ଫୁଲକୁ ଉଡି-ଉଡି…