କିଏ କହେ ମୋତେ ପଚାଶ – କୁନ୍ତଳା ସାହୁ

କିଏ କହେ ମୋତେ ପଚାଶ ସୁଖରେ ହସୁଛି ଦୁଃଖ ରେ ହସୁଛି ସବୁବେଳେ ମୁଁ ବିନ୍ଦାସ କିଏ କହେ ମୋତେ ପଚାଶ? 💐 ଶାଢ଼ି ସହିତ ରେ ଡ୍ରେସ୍ ପିନ୍ଧୁଛି ଚାଳିଶିଆ ଚଷମା ଟେ…

ରଜ – କୁନ୍ତଳା ସାହୁ

ବାର ମାସେ ତେର ପର୍ବ ଓଡ଼ିଆ ଜାତିର ଗର୍ବ ଗ ଉରବ ଗର୍ବ ଗ ଉରବ ଲୋ ଆସିଛି ରଜ ପରବ 🍀 ଜ୍ୟେଷ୍ଠ ମାସ ହେଲା ଶେଷ ପହିଲି ଆଷାଢ଼ ହେଲା ପ୍ରବେଶ…

ମାନୁର ରଜ – କୁନ୍ତଳା ସାହୁ

ବାର ମାସେ ତେର ପରବ ଆମ ଓଡିଆ ଘରେ ନିଆରା ଏ ରଜ ପରବ ସବୁ ପର୍ବ ମଧ୍ୟରେ। କୁଆଡୁ ଆସିଲା ଏ ମହାମାରୀ ଦୁଷ୍ଟ କରୋନା ଦୁଃଖ ଦେଇ ସଭିଙ୍କ ମନେ ଦେଖାଉଛି…

ତୁମେ ଯେବେ ଡାକ – କୁନ୍ତଳା ସାହୁ

ସମସ୍ତେ ଡାକନ୍ତି ନାମ ଧରି ମୋର ଏତ ସାଧାରଣ କଥା ତୁମେ ଯେବେ ମୋର ନାମ ଧରି ଡାକ ଲାଗେ କାହିଁ ଏତେ ମିଠା?(୧) “ବାୟାଣୀ”ନାମରେ ଡାକ ଡାକ ଯେବେ ମୋତେ ସତେ ମୁଁ…

ବନସ୍ତେ ଡାକିଲା ଗଜ – କୁନ୍ତଳା ସାହୁ

କୁନ୍ତଳା ସାହୁ, ସହକାରୀ ଶିକ୍ଷୟତ୍ରୀକାରଟିଆସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଟାଙ୍ଗୀ, ଖୋରଧା ବନସ୍ତେ ଡାକିଲା ଗଜବରଷକେ ଥରେ ଆସିଛି ରଜଆସିଛି ରଜ ଲୋ, ଘେନି ନୂଆ ସଜବାଜ ॥୧॥ଆନନ୍ଦ ହୁଏ ମଗଜରଜ ଆଣିଦିଏ…