ଆଉଥରେ ଫେରିଆସ ତୁମେ – ମୈତ୍ରେୟୀ କମିଳା

ଆଉଥରେ ଫେରିଆସ ତୁମେ ସେଇ ସୁଆଣ୍ଡୋ ଗାଁ ଭାର୍ଗବୀ ନଈ ଧନ୍ୟହୋଇଥିଲା ସେଦିନ ତୁମକୁ ଜନ୍ମଦେଇ   ହେ ଯୋଗଜନ୍ମା ମହାପୁରୁଷ ଗୋପବନ୍ଧୁ ଏ ମାଟିର ସୁଯୋଗ୍ୟ ସନ୍ତାନ ଧୋତିଚଦରରେ ଆଣ୍ଠୁ ଲୁଚୁନଥିଲା ତୁମେ କିନ୍ତୁ…