କବିତା – ପ୍ରଭାତ – ମମତା ନାୟକ

ପ୍ରଭାତ ସେ ନିତି ଆସେ ରଜନୀଶେଷରେ, ମଧ୍ୟାହ୍ନ ପୂର୍ବରୁ ବିଦାୟ ନିଏ ହସ ହସ ବଦନରେ  । ହସି ମଧ୍ୟ ଆସୁଥାଏ ଆଉ ହସାଉଥାଏ ସଭିଙ୍କୁ ସୂର୍ଯ୍ୟଙ୍କର ସୁନେଲି କିରଣ ସହ ସବୁଜ ସବୁଜ…