କବିତା – ଶେଷ ନିଦ୍ରା – ମାନସ ରଞ୍ଜନ ପଟ୍ଟନାୟକ

ଜଳି ଜଳି ଯିବ ଶରୀର ଜୁଈରେ ଉଡିଯିବ ଆତ୍ମା ପକ୍ଷୀ ବନ୍ଧୁ ସହୋଦର ଏକଜୁଟ ହେବେ ମଶାଣି ରହିବ ସାକ୍ଷୀ(୦)ଗର୍ବ ଅହଂକାର ଚୁର୍ଣ୍ଣିଭୂତ ହେବ ନଥିବ ଆଉ ପରାଣଯମ ଦୂତ ଗଣ ମେଳି ବାନ୍ଧି…

କବିତା – ସଜବାଜ – ମାନସ ରଞ୍ଜନ ପଟ୍ଟନାୟକ

ସରିଗଲା ଦିନ ଯିବ ସେ ବାହୁଡି ଫେରିବନି ଆଉ ସେହିଏଇ ଜନମର ଅଭିନୟ ସାରି ମଂଚରୁ ବିଦାୟ ନେଇ(୦)କେତେ ପରକାରେ ରଙ୍ଗ ମାଖି ହୋଇ ବିତାଇଲୁ ଯେତେ ଦିନ ଚାଲିଗଲା ବେଳେ କେହି ଯିବେ…

କବିତା – ବିଜ୍ଞାନର ଜୟଗାନ – ମାନସ ରଞ୍ଜନ ପଟ୍ଟନାୟକ

ବିଜ୍ଞାନ ଆମ ବିଜ୍ଞାନ କର ତାର ଜୟଗାନ  ପବିତ୍ର ହୋଇଲା ଖଣ୍ଡପଡ଼ା ଗ୍ରାମ ଜନମ ଲଭିଲେ ପଠାଣି ସାମନ୍ତ  ଗ୍ରହ ଉପଗ୍ରହ କଲେ ଅନୁଧ୍ୟାନ   ସୃଷ୍ଟି କରିଗଲେ ସିଦ୍ଧାନ୍ତ ଦର୍ପଣ  ସେ ଆମ ସାମନ୍ତ,,,…

କବିତା – ସଂସାର ନିୟମ – ମାନସ ରଞ୍ଜନ ପଟ୍ଟନାୟକ

ସରି ସରି ଗଲା ଜୀବନ ପ୍ରଦୀପ           ଲିଭି ହେବ ଯେ ପାଉଁଶ  ଘୋଟି ଆସିଲାଣି ମୋ ଜୀବନ କକ୍ଷେ            ଅମାବାସ୍ୟାର…

କବିତା – ବିଶ୍ଵ ମୂର୍ତ୍ତି – ମାନସ ରଞ୍ଜନ ପଟ୍ଟନାୟକ

ଜୀବ ଛାଡି ଯିବ ହେ କଳା ସାଆନ୍ତ           ଦିନ ଗଡି ହେଲା ରାତି  ସମୟ ଆସିଲା ଯିବି ମୁଁ ବାହୁଡି           ଜୀବନ ହୋଇଲା…

କଳା କହ୍ନେଇ – ମାନସ ରଞ୍ଜନ ପଟ୍ଟନାୟକ

ଆରେ ମୋର କହ୍ନେଇ, କଳା କହ୍ନେଇତୋ ଦୁଆରେ ମତେ ନେଇ ଦେ ଗଡାଇ… (ଘୋଷା) ଗିରି ଗୋବର୍ଦ୍ଧନ ଟେକିଲୁ ତୁହିକାଳୀୟ ନାଗକୁ ତଡିଲୁ ଯାଇଧର୍ମରକ୍ଷା ପାଇଁ ଆସୁ ଓଲ୍ଲାଇ ଆରେ ମୋର କହ୍ନେଇ, କଳା…

ରାମନାମ ତୁଣ୍ଡେ ଘୋଷ – ମାନସ ରଞ୍ଜନ ପଟ୍ଟନାୟକ

ଆସଲୋ ମାଉସୀ ଆସଲୋ ବଉଳ ଆସ ଆସ ସର୍ବେ ଆସ।ଅହ୍ୟରାଣୀ ଆମ ଶୋଇଯାଇଅଛି ତା ପାଖେ ଘଡିଏ ବସ।। ଅଳତା ସିନ୍ଦୁର ଆଣଲୋ ଭଉଣୀ ସଜାଇ ଦେବାଟି ଆମେଶେଷଥର ପାଇଁ ଚାହିଁ ଦିଅ ଥରେ…

ନବକଳେବର – ମାନସ ରଞ୍ଜନ ପଟ୍ଟନାୟକ

ନବକଳେବର ହୋଇଲା ଠାକୁରବିଶ୍ବେ ଦେଖୁଥିଲେ ଜନ,ସେ ବିଶ୍ବ କରତା ନାହିଁ ମୋ ଭରସାଶ୍ରୀଚରଣେ ରହୁ ମନ । କାଳିଆ ସାଆନ୍ତ ଅପୂର୍ବ ମହୀମାକରିପାରିବିନି ପୂଜା,ଏ ମୂର୍ଖ ପତିତ କାନ୍ଦେ କଇଁ କଇଁଦେଖୁଥାଅ ସବୁ ମଜା…