ଗାନ୍ଧି-ଗନ୍ଧର୍ବ – ମାଣିପୁର ବବି

ଗାନ୍ଧିଜୀ ଗାନ୍ଧିଜୀ ଗାନ୍ଧିଜୀତୁମ ଗନ୍ଧ ଖାଲି ଆଜିସବୁଆଡେ ଖାଲି କୋଳାହଳ ସ୍ବରକଳା ଘନ ଘନ ର୍ଦୁନିତୀ ଅନ୍ଧାରବିଲୁଆ ଶାଗୁଣା ଡାକ୍ତର ସାଜିକଲେ ଯେବେ କବିରାଜିଆଉ କି ବୁଲିବେ,,ବିହଙ୍ଗ ସ୍ବାଧୀନେହୋଇଣ ମୁକତି ରାଜିଗାନ୍ଧିଜୀ ଗାନ୍ଧିଜୀ ଗାନ୍ଧିଜୀତୁମ…

ଗାନ୍ଧୀ – ମାଣିପୁର ବାବି ଚନ୍ଦନ

ହେ ଗାନ୍ଧୀ,,,ତୁମେ ଅଛ କେଉଁଠିତୁମ ପରେ ତୁମ ନିତି ଚାଲୁନି ଏଠିତୁମ ଆର୍ଦଶର ପଥେ ପଥେ,, ଚାଲେ ନିତି ଯିଏଘନ ଅନ୍ଧାରୀ ର୍ଦୁନିତି,,,ଖାଲି ତାକୁ ହିଁ ଝୁଣ୍ଟାଏଅନ୍ଧାରୀ ବାଟକୁ ଦିଅ ତୁମରି ଲାଠିହେ ଗାନ୍ଧୀ…

ଗଣେଶଙ୍କୁ ଅନୁରୋଧ – ମାଣିପୁର ବବି (ଚନ୍ଦନ)

ପ୍ରତି ବରଷରେ ପ୍ରଭୁ ହେଇ ସଜବାଜମହୀମଧେ ବୁଲିବାକୁ କାହିଁକି ଆସୁଛକିଆଁ ଲାଗେନାହିଁ ଲାଜଦେଖି କାଗଜର ସଜକାଦୁଅରେ ଗଢା ବୋଲି ନାହିଁକି ଦରଜତୁମ ନା ନେଇ ଚାନ୍ଧା,ମନ ମୁତାବକହୋ ହାଲା ସବୁ ଗଳିସବୁ ରାସ୍ତା ଜାକକିଛି…